ବିଜେପିରେ ଭର୍ତ୍ତୃହରି, ନିର୍ବାଚନରେ କେତେ ମିଳିବ ଫାଇଦା ?

  • Published: Friday, 29 March 2024
  • , Updated: 29 March 2024, 04:18 PM IST

ବିଜେପିରେ ଯୋଗ ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଗତକାଲି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସାଧାରଣ ସଂପାଦକ ବିନୋଦ ତାୱଡେ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଉପସ୍ଥିତିରେ ଭର୍ତ୍ତୃହରି ଦଳରେ ଯୋଗ ଦେଇଥିଲେ। ତେବେ ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କଣ କହିଛନ୍ତି ଶୁଣନ୍ତୁ। 

Related story