'ବିଜେପି ସରକାରକୁ ଆସିଲେ ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେବ'

  • Published: Thursday, 09 May 2024
  • , Updated: 09 May 2024, 12:38 PM IST

ବିଜେଡିକୁ କଡ଼ା ସମାଲୋଚନା କଲେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। କହିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୪୨ ଶହ କୋଟି ଟଙ୍କା ଖର୍ଚ୍ଚ କଲେ, ଗୋଟିଏ ପାଚେରୀ ଓ  ୩ ପାଇଖାନା ତିଆରି କରି କହୁଛନ୍ତି ରୂପାନ୍ତୀକରଣ ହୋଇଛି। ବିଜେପି ସରକାରକୁ ଆସିଲେ, ପ୍ରଥମ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଟାଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

 

 

 

Related story