'ବିଜେପି କ୍ଷମତାକୁ ଆସିଲେ ଅଖା ଦୁର୍ନୀତିର ତଦନ୍ତ କରିବ'

  • Published: Wednesday, 08 May 2024
  • , Updated: 08 May 2024, 07:18 PM IST

ବିଜେଡିକୁ କଡ଼ା ସମାଲୋଚନା କଲେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। କହିଲେ, ଦର୍ପ ଆଉ ଅହଙ୍କାରରେ କୁହାଯାଉଛି କେନ୍ଦ୍ର କୁଆଡ଼େ କିଛି କରିନି। ମୋଦି ଚାଉଳ ଦେଲେ। ହେଲେ ୨୭୮ କୋଟି ଟଙ୍କା ଦେଇ ବ୍ୟାଗ କିଣିଲେ ଓ ଉକ୍ତ ଚାଉଳକୁ ବାଣ୍ଟିଲେ। ସେ ବ୍ୟାଗ ଏବେ ଫୁଟପାଥରେ ବିକ୍ରି ହେଉଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।

Related story