ବାପାଙ୍କ ଆଇ-କାର୍ଡ ଧରି ବିଧାନସଭା ଗଲେ ଉପାସନା ମହାପାତ୍ର

ବ୍ରହ୍ମଗିରିରୁ ନିର୍ବାଚିତ ହୋଇ ପ୍ରଥମଥର ବିଧାନସଭାକୁ ଗଲେ ଉପାସନା ମହାପାତ୍ର ।

Manoj Swain
  • Published: Tuesday, 18 June 2024
  • Updated: 18 June 2024, 06:18 PM IST

ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଆଜି ଓ ଆସନ୍ତାକାଲି ନବନିର୍ବାଚିତ ବିଧାୟକମାନେ ଶପଥ ନେବେ। ଏହି ଅବସରରେ ପ୍ରଥମଥର ବିଧାନସଭାରେ ପାଦ ଦେଲେ ବିଜେପି ବିଧାୟିକା ଉପାସନା ମହାପାତ୍ର। ଶପଥ ପାଇଁ ହାତରେ ବାପାଙ୍କ ଆଇ-କାର୍ଡ ଧରି କଲେ ଗୃହ ପ୍ରବେଶ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos