ମାହାଙ୍ଗାରେ କିଏ ମାରିବ ବାଜି ?

  • Published: Wednesday, 08 May 2024
  • , Updated: 08 May 2024, 05:17 PM IST

ବେଶ ସାଧାରଣ ଜୀବନଯାପନ, କିନ୍ତୁ ଅଖଣ୍ଡ ପରାକ୍ରମ ଓ ଧୈର୍ଯ୍ୟକୁ ରଖିଛନ୍ତି ଧମନୀ ଭିତରେ। କାହିଁକି ନା ବାହୁବଳୀ, ଶକ୍ତିଶଳୀ ଓ ବିତ୍ତଶାଳୀ ନେତାଙ୍କୁ ଟକ୍କର ଦେବା ପାଇଁ ବିଜେପିର ଯୋଦ୍ଧା ହୋଇ ଓହ୍ଲାଇଛନ୍ତି ନିର୍ବାଚନୀ ମୈଦାନକୁ। ସମ୍ବଳ କହିଲେ ଗାଁରେ ଥିବା ଘରବାଡ଼ି ଆଉ ଚାଷ ଜମି । କିନ୍ତୁ ଲୋକଙ୍କ ସେବା କରିବାର ସଂକଳ୍ପ ନେଇ ସେ ସାହସ ଭରିଛନ୍ତି ନିଜ ଭିତରେ, ଆଉ ନିଷ୍ପତ୍ତି ନେଇଛନ୍ତି ମାହାଙ୍ଗାବାସୀଙ୍କୁ ନ୍ୟାୟ ଦେବେ। ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ହେଉଛନ୍ତି ସୁମନ୍ତ ଘଡେଇ। ଦେଖନ୍ତୁ ପୁରା ରିପୋର୍ଟ। 

Related story