କଡ଼ା କାଉଣ୍ଟର କଲେ, ହେଲେ କହିଲେନି ଶ୍ରଦ୍ଧା କିଏ ? | Odisha Reporter
କଡ଼ା କାଉଣ୍ଟର କଲେ, ହେଲେ କହିଲେନି ଶ୍ରଦ୍ଧା କିଏ ?
ବିଜେପି ସାଂସଦ ବସନ୍ତ ପଣ୍ଡା ଶ୍ରଦ୍ଧା କିଏ ବୋଲି ପ୍ରଶ୍ନ ପଚାରିବାର ୨୪ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ହେଲେ ବିଜେଡି କ୍ୟାମ୍ପରୁ ଏ ଯାଏଁ ସନ୍ତୋଷଜନକ ଉତ୍ତରଟିଏ ଆସିଲାନି।
କଡ଼ା କାଉଣ୍ଟର କଲେ, ହେଲେ କହିଲେନି ଶ୍ରଦ୍ଧା କିଏ ? | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
