'ମୁଁ ଜିତିଲେ 100ଦିନ ଭିତରେ ଚିନିକଳ ଖୋଲିବି'

  • Published: Wednesday, 27 March 2024
  • , Updated: 27 March 2024, 01:54 PM IST

ଗତକାଲି ହୋଲି ଖେଳରେ ସାମିଲ ହୋଇଥିଲେ ସମ୍ବିତ ପାତ୍ର। ଦଳୀୟ କର୍ମୀ ଓ ନେତା ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଥିଲେ। ତେବେ ଏହାରି ଭିତରେ ସମ୍ବିତ ପାତ୍ର କହିଥିଲେ, ମୁଁ ଜିତିଲେ 100ଦିନ ଭିତରେ ଚିନିକଳ ଏଠାରେ ଖୋଲିବି। ତେବେ ସେ ଅଧିକ କଣ କହିଛନ୍ତି ଶୂଣନ୍ତୁ। 

Related story