Advertisment

ଦେବାଶିଷ-ସୁବାସ କଳି, ପ୍ରାର୍ଥୀ ପଡ଼ିଯିବେ ବଳି !

ଜଳ ଜଳ ହୋଇ ଦେଖାଯାଉଛି କଟକ ବିଜେଡିର ଗୋଷ୍ଠୀ କନ୍ଦଳ।

Advertisment

ଜଳ ଜଳ ହୋଇ ଦେଖାଯାଉଛି କଟକ ବିଜେଡିର ଗୋଷ୍ଠୀ କନ୍ଦଳ। ଦଳ ଗୋଟିଏ ହେଲେ ସଂଗଠନ ଦୁଇଟା । କଟକ ବିଜେଡିରେ ଚାଲିନି ସବୁକିଛି ଠିକ୍ ଠାକ୍ । ଦେବାଶିଷଙ୍କ ଏକଲା ଚଲୋ ନୀତି ସହ ଖାପ ଖୁଆଇ ଚାଲି ପାରୁନାହାନ୍ତି ମେୟର ସୁବାସ ସିଂ । ଅତୀତରେ ଅନେକ ଥର ଉଭୟ ମୁହାଁମୁହିଁ ହୋଇଛନ୍ତି । କଟକ ରାଜନୀତିରୁ ଦୂରେଇ ରଖିବାକୁ ଦେବାଶିଷଙ୍କୁ ରାଜ୍ୟସଭା ଥୋପ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ସାଂସଦ ହେବା ପରେ ସ୍ଥିତିରେ କିଛି ପରିବର୍ତ୍ତନ ଆସିପାରେ ବୋଲି ସମ୍ଭାବନା ଥିଲା । ହେଲେ ସେମିତି କିଛି ହେଲାନାହିଁ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe