Advertisment

ଅର୍ପଣ ଚାଉଳକୁ ନେଇ ବିଧାନସଭାରେ ହୋ ହାଲ୍ଲା

ଉଷୁନା ଚାଉଳ କାହିଁକି ଶ୍ରୀମନ୍ଦିରକୁ ଗଲା, ଯିବା ପଛରେ କାହାର ହାତ, କିଏ ଦେଇଥିଲା ନିର୍ଦ୍ଦେଶ ଭଳି ତମାମ ପ୍ରଶ୍ନ କରି ସରକାରଙ୍କୁ ଘେରିଲା ବିଜେପି।

author-image
Manoj Swain
ଅଦ୍ୟତନ ହୋଇଛି

ଅର୍ପଣ ଚାଉଳକୁ ନେଇ ବିଧାନସଭାରେ ହୋ ହାଲ୍ଲା। ଉଷୁନା ଚାଉଳ କାହିଁକି ଶ୍ରୀମନ୍ଦିରକୁ ଗଲା, ଯିବା ପଛରେ କାହାର ହାତ, କିଏ ଦେଇଥିଲା ନିର୍ଦ୍ଦେଶ ଭଳି ତମାମ ପ୍ରଶ୍ନ କରି ସରକାରଙ୍କୁ ଘେରିଲା ବିଜେପି। ବିଧାନସଭା ଆରମ୍ଭରୁ ଏ ପ୍ରସଙ୍ଗ ଉଠାଇବା ସହ ଗୃହ ମଧ୍ୟଭାଗକୁ ଚାଲି ଆସି ପୋଷ୍ଟର ଧରି ପ୍ରତିବାଦ କରିଥିଲେ ବିଜେପି ବିଧାୟକ।

Advertisment
Odisha BjD Odisha Assembly