ଅର୍ପଣ ଚାଉଳକୁ ନେଇ ବିଧାନସଭାରେ ହୋ ହାଲ୍ଲା

  • Published: Thursday, 08 February 2024
  • , Updated: 08 February 2024, 11:57 AM IST

ଅର୍ପଣ ଚାଉଳକୁ ନେଇ ବିଧାନସଭାରେ ହୋ ହାଲ୍ଲା। ଉଷୁନା ଚାଉଳ କାହିଁକି ଶ୍ରୀମନ୍ଦିରକୁ ଗଲା, ଯିବା ପଛରେ କାହାର ହାତ, କିଏ ଦେଇଥିଲା ନିର୍ଦ୍ଦେଶ ଭଳି ତମାମ ପ୍ରଶ୍ନ କରି ସରକାରଙ୍କୁ ଘେରିଲା ବିଜେପି। ବିଧାନସଭା ଆରମ୍ଭରୁ ଏ ପ୍ରସଙ୍ଗ ଉଠାଇବା ସହ ଗୃହ ମଧ୍ୟଭାଗକୁ ଚାଲି ଆସି ପୋଷ୍ଟର ଧରି ପ୍ରତିବାଦ କରିଥିଲେ ବିଜେପି ବିଧାୟକ।

Related story