ସଙ୍ଗଠନରେ ଦେବୀ ବଢିଲେ ବବି ହଟିଲେ ! || Naveen Patnaik || BJD Leader || Odisha Reporter
Advertisment
ନବୀନଙ୍କ ଭରସା ଏବେ ବିଜେଡିର ବରିଷ୍ଠ ନେତାଙ୍କ ଉପରେ। ପାଣ୍ଡିଆନଙ୍କ ଖାସ୍ କୁହାଯାଉଥିବା ନେତାଙ୍କ ଉପରେ ଭରସା କମିବାରେ ଲାଗିଛି । ଦେବୀ ମିଶ୍ରଙ୍କ କମିଟିରେ ଭିକେ ପାଣ୍ଡିଆନଙ୍କ ଖାସ୍ ପ୍ରଣବପ୍ରକାଶ ଦାସ, ସୁଶାନ୍ତ ସିଂ, ମାନସ ମଙ୍ଗରାଜ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ନେତାମାନଙ୍କୁ ଦୂରେଇ ରଖାଯାଇଛି । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us