Advertisment

ବିଜେଡିର ପୋଲ୍ ଖେଲିଦେଲେ ବ୍ୟୋମକେଶଙ୍କ ମାମୁ

ଅଜୟ ନାୟକ ବିଜେପିରେ ଯୋଗ ଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି।

author-image
Manoj Swain

ବିଜେପିରେ ମିଶିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ। ବିଜେପିରେ ମିଶିବା ପରେ ଭଣଜା ବ୍ୟୋମକେଶ ଏବଂ ବିଜେଡିର ଗୋଟି ଗୋଟି ପୋଲ୍ ଖୋଲିଛନ୍ତି ଅଜୟ ନାୟକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha BjD