ବିଜେଡିର ପୋଲ୍ ଖେଲିଦେଲେ ବ୍ୟୋମକେଶଙ୍କ ମାମୁଁ | Odisha Reporter
Advertisment
ବିଜେପିରେ ମିଶିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ। ବିଜେପିରେ ମିଶିବା ପରେ ଭଣଜା ବ୍ୟୋମକେଶ ଏବଂ ବିଜେଡିର ଗୋଟି ଗୋଟି ପୋଲ୍ ଖୋଲିଛନ୍ତି ଅଜୟ ନାୟକ। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us