ହାରିବା ଭୟରେ ବିଜେଡି ନେଉଛି କଳାଟଙ୍କା ଓ ହିଂସାର ସାହାରା : ବିଜେପି

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ,  ଚଳିତ ନିର୍ବାଚନରେ ବିଜେଡି ନେତା ଓ ସହଯୋଗୀଙ୍କଠୁ ବ୍ୟାପକ କଳାଟଙ୍କା ମିଳିବାରେ ଲାଗିଛି

Anil Biswal

ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ

Ordigital Desk
  • Published: Thursday, 16 May 2024
  • Updated: 16 May 2024, 10:38 PM IST

Sports

Latest News

ଚଳିତ ନିର୍ବାଚନରେ ହାରିବା ଭୟରେ ବିଜେଡି ଏବେ କଳାଟଙ୍କା ଓ ହିଂସାର ଆଶ୍ରୟ ନେଉଛି । ପୁଳାପୁଳା କଳାଟଙ୍କା ଜବତ ହେବା ଓ   ବିଭିନ୍ନ ସ୍ଥାନରେ ରାଜନୀତିକ ହିଂସାକାଣ୍ଡ କରି ବିଜେପି କର୍ମୀ ଓ ସମର୍ଥକଙ୍କୁ ଧମକାଇବା ଏପରିକି ହତ୍ୟା କରିବା ଭଳି କାର୍ଯ୍ୟ କରିବାକୁ ବିଜେଡି ପଛାଉନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ,  ଚଳିତ ନିର୍ବାଚନରେ ବିଜେଡି ନେତା ଓ ସହଯୋଗୀଙ୍କଠୁ ବ୍ୟାପକ କଳାଟଙ୍କା ମିଳିବାରେ ଲାଗିଛି । ବିଜେଡି ସଂଗଠନ ସମ୍ପାଦକ ତଥା ସମ୍ବଲପୁରର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଘନିଷ୍ଠ ସହଯୋଗୀଙ୍କ କାରରୁ ୫କୋଟି ଟଙ୍କା ଜବତ ହେବା ହେଉଛି ଏହାର ପ୍ରମାଣ । ଯାହାଙ୍କଠାରୁ ଟଙ୍କା ଜବତ ହୋଇଛି ସେହି ଠିକାଦାର ଜଣକ ଯାଜପୁର ପାହାଡ଼ କେଳେଙ୍କାରୀର ଅନ୍ୟତମ ଅଭିଯୁକ୍ତ । ଏହି ଟଙ୍କା ଯାଜପୁରର କୋରେଇ ଓ ସମ୍ବଲପୁରରେ ଭୋଟରଙ୍କୁ ବାଂଟିବା ପାଇଁ ନିଆଯାଉଥିଲା । ସେହିପରି ବୌଦ୍ଧ ଚାରିଛକରେ ବିଜେଡିର ଜଣେ ମହିଳା ମୁଖପାତ୍ରଙ୍କ ଗାଡ଼ିରୁ ୧୫ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ଜବତ ହୋଇଛି । ଏହି ଟଙ୍କା ମଧ୍ୟ ଶାସକ ଦଳର କଳା ଟଙ୍କା । ଜଳେଶ୍ୱରରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରୁ ୧୫କେଜି ସୁନା ଜବତ ହୋଇଛି ଯାହା ଭୋଟରମାନଙ୍କୁ ବାଂଟିବା ପାଇଁ ଶାସକ ଦଳ ଆଣୁଥିଲା ବୋଲି ସେ କହିଛନ୍ତି।

Also Read

ପୂର୍ବରୁ ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ତାଙ୍କ ଦଳର ଜଣେ ବରିଷ୍ଠ ନେତା ତ୍ରିନାଥ ଭଟ୍ଟ ଟଙ୍କା ବାଂଟୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ,କଳା ଟଙ୍କାକୁ ବ୍ୟବହାର କରି ଜନମତକୁ ପ୍ରଭାବିତ କରିବା ପାଇଁ ବିଜେଡି ଚାହୁଁଛି । କିନ୍ତୁ ଓଡ଼ିଶାର ଜନସାଧାରଣ ଏଥିରେ ପ୍ରଭାବିତ ହେବେ ନାହିଁ । ବିଜେଡି ଯେତେ ଟଙ୍କା ବାଂଟିଲେ ବି ଲୋକେ ବିଜେପିକୁ ହିଁ ଭୋଟ ଦେବେ । ବିଜେଡି ବାଂଟୁଥିବା ସବୁ ଟଙ୍କା ହେଉଛି ୫-ଟି ମାଧ୍ୟମରେ ରାଜ୍ୟକୁ ଲୁଟା ଯାଇଥିବା ଟଙ୍କା ବୋଲି ସେ କହିଛନ୍ତି ।

ସେହିପରି, କେବଳ କଳାଟଙ୍କା ନୁହେଁ ବିଜେଡି ନିର୍ବାଚନରେ ମଧ୍ୟ ବ୍ୟାପକ ହିଂସା କରୁଛି । ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ବିଜେପି ନେତା ଦିଲୀପ ପୁହାଣଙ୍କୁ ବିଜେଡିର ଗୁଣ୍ଡାମାନେ ହାଣି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡରେ ବିଜେଡିର ଅନେକ ବରିଷ୍ଠ ନେତାଙ୍କର ହାତ ରହିଛି । ସେହିଭଳି ପୋଲସରାରେ ବିଜେଡିର ଗୁଣ୍ଡାମାନେ ଗୁଳି ଫୁଟାଇଛନ୍ତି । ଭଟଲି ବିଧାନସଭାରେ ସୁଶାନ୍ତ ସିଂଙ୍କ ଗୁଣ୍ଡାମାନେ ବିଜେପିର ପ୍ରଚାରବେଳେ ଆକ୍ରମଣ କରିଛନ୍ତି । ଭୁବନେଶ୍ୱର ସେଂଟ୍ରାଲ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରଚାର କରୁଥିବାବେଳେ ବିଜେଡିର ଭଡ଼ାଟିଆ ଗୁଣ୍ଡାମାନେ ଆତଙ୍କ ରାଜ୍ ଖେଳାଇଛନ୍ତି । ସେହିଭଳି ଗତ ୧୩ ତାରିଖ ଦିନ ମଧ୍ୟ ନିର୍ବାଚନ ସମୟରେ ନବରଙ୍ଗପୁର ବିଧାୟକ ପ୍ରାର୍ଥୀଙ୍କ ଉପରେ ବିଜେଡିର ଗୁଣ୍ଡାମାନେ ବିଚବଜାର ଉପରେ ଆକ୍ରମଣ  କରିଥିଲେ । ଚିକିଟି, ଗୋପାଳପୁର, ଦିଗପହଣ୍ଡିରେ ବିଜେଡିର ଗୁଣ୍ଡାମାନେ ସାଧାରଣ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଆତଙ୍କ ରାଜ କରିଛନ୍ତି । ବିଜେଡି ତାର ଆସନ୍ନ ପରାଜୟକୁ ଗ୍ରହଣ କରିନପାରି ଗଣତାନ୍ତ୍ରିକ ପ୍ରକ୍ରିୟାରୁ ଦିଗଭ୍ରଷ୍ଟ ହୋଇ ଏଭଳି ହିଂସା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story