ରମେଶ ଜେନାଙ୍କ କଂଗ୍ରେସ ଗଡ଼ ଭାଙ୍ଗିବେ ସୁଲକ୍ଷଣା ଗୀତାଞ୍ଜଳୀ !

  • Published: Thursday, 18 April 2024
  • , Updated: 18 April 2024, 02:24 PM IST

ରଣାଙ୍ଗନାକୁ ଆସିଲେ ଧରାକୋଟ ରାଜନନ୍ଦିନୀ ସୁଲକ୍ଷଣା ଗୀତାଞ୍ଜଳୀ। ସେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଏଥର ସାନଖେମୁଣ୍ଡିରେ ହେବ ଜୋରଦାର ଫାଇଟ୍‌। ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ କଡ଼ା ଟକ୍କର ଦେବେ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା। ସେପଟେ ଦେଖିବାକୁ ଗଲେ ରମେଶ ଜେନା କୌଣସି ଗୁଣରେ କମ୍‌ ନୁହଁନ୍ତି। ସେ ପୂର୍ବରୁ ଧରାକୋଟ ରାଜା କିଶୋର ଚନ୍ଦ୍ର ସିଂହଦେଓ ଓ ରାଣୀ ନନ୍ଦିନୀ ଦେବୀଙ୍କୁ କଡ଼ା ଟକ୍କର ଦେଇ ପରାସ୍ତ କରିସାରିଛନ୍ତି। ତେଣୁ ସେ ରାଜନନ୍ଦିନୀଙ୍କୁ ହାଲ୍‌କା ଭାବେ ନେଉନଥିବା ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Related story