କୋଶଳୀ ଭାଷାରେ ପ୍ରଶ୍ନୋତ୍ତର

  • Published: Friday, 24 November 2023
  • , Updated: 24 November 2023, 04:20 PM IST

ଆଜି ବିଧାନସଭା ପ୍ରଶ୍ନକାଳରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଥିବା ବେଳେ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ ଏହାର ଉତ୍ତର କୋଶଳୀ ଭାଷାରେ ରଖିଥିଲେ।

Related story