ବିଜେଡିକୁ ଆସି ଫଶିଗଲେ ଇରାନୀ !

  • Published: Friday, 29 March 2024
  • , Updated: 29 March 2024, 01:30 PM IST

ରଣପୁର ଟିକେଟ୍ ଆଶାରେ ବିଜେଡିରେ ଯୋଗ ଦେଇଥିଲେ ଇରାନୀ ରାୟ ! ହେଲେ ବିଜେଡି ରଣପୁର ପାଇଁ ସତ୍ୟନାରାୟଣ ପ୍ରଧାନଙ୍କୁ ପୁଣି ରିପିଟ କଲା । ବଡ଼ ଆଶା ଦେଖାଇ ଇରାନୀଙ୍କୁ ଅରୁଣ ସାହୁ ବିଜେଡିକୁ ନେଇ ଯାଇଥିଲେ, ରଣପୁର ନହେଲା ନାହିଁ ଏବେ କୁଆଡ଼େ ଖଣ୍ଡପଡ଼ା ଉପରେ ତାଙ୍କ ଆଖି ! ବଡ଼ ସଭା କରି ବିଜେଡିରେ ମିଶିବା ପ୍ଲାନ କରୁଥିବା ଇରାନୀଙ୍କ ସ୍ବାମୀ ଲାଲା ଏବେ ଚିନ୍ତାରେ ! ଦେଖନ୍ତୁ ପୂରା ରିପୋର୍ଟ। 

Related story