ଚ୍ୟାଉ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେଲେ ବିଜେପି ପ୍ରାର୍ଥୀ କେ ଅନିଲ କୁମାର

  • Published: Friday, 12 April 2024
  • , Updated: 12 April 2024, 03:06 PM IST

ବ୍ରହ୍ମପୁର ନିର୍ବାଚନ ପ୍ରଚାର ବେଳେ ରୋଚକ ଦୃଶ୍ୟ । ଆମ୍ନା ସାମ୍ନା ହେଲେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପ୍ରଦୀପ ପାଣିଗ୍ରାହୀ । ଏକଦା ଘନିଷ୍ଠ ଥିବା ଦୁଇ ନେତା ଏବେ ପ୍ରତିଦ୍ୱନ୍ଦୀ। ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀ ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେଲେ ବିଜେପି ପ୍ରାର୍ଥୀ କେ ଅନିଲ କୁମାର ।

Related story