'କଂଗ୍ରେସ ଶାସନ ଅଧୀନରେ ହନୁମାନ ଚାଳିଶା ଶୁଣିବା ବି ଅପରାଧ'

ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Debibandita Barick
  • Published: Tuesday, 23 April 2024
  • Updated: 23 April 2024, 01:10 PM IST

Sports

Latest News

ହନୁମାନ ଯୟନ୍ତୀ ଅବସରରେ ରାଜସ୍ଥାନରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ଉପରେ ଆରୋପ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସ ଶାସନ ଅଧୀନରେ ହନୁମାନ ଚାଳିଶା ଶୁଣିବା ବି ଅପରାଧ ହୋଇଛି ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଦଳର ଶାସନ ଅଧୀନରେ ନିଜର ଆସ୍ଥାକୁ ଅନୁସରଣ କରିବା କଷ୍ଟସାଧ୍ୟ।

ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "କଂଗ୍ରେସ ରାମ ନବମୀ ଉତ୍ସବକୁ ନିଷେଧ କରିଛି। ଏହାର ଭୁକ୍ତଭୋଗୀ ହେଉଛନ୍ତି ରାଜସ୍ଥାନ ବାସିନ୍ଦା। କଂଗ୍ରେସ ଶାସନ ଅଧୀନରେ ହନୁମାନ ଚଳିଶା ଶୁଣିବା ମଧ୍ୟ ଅପରାଧରେ ପରିଣତ ହୋଇଛି। କଂଗ୍ରେସ ଶାସନ ହଟିବା ପରେ ପ୍ରଥମ ଥର ରାଜସ୍ଥାନରେ ରାମ ନବମୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି।"

Also Read

ସେ ଆହୁରି କହିଛନ୍ତି ଯେ, ରାଜସ୍ଥାନ ଭଳି ରାଜ୍ୟରେ ଯେଉଁଠାରେ ଲୋକମାନେ ରାମ-ରାମ ଜପ କରୁଛନ୍ତି, କଂଗ୍ରେସ ସେଠାରେ ରାମ ନବମୀକୁ ବାରଣ କରିଛି।

ଏହି ସମୟରେ ମୋଦି କର୍ଣ୍ଣାଟକର ଜଣେ ଦୋକାନୀଙ୍କ ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, "ଏ ଖବର ଗଣମାଧ୍ୟମରେ ପ୍ରସାରିତ ହୋଇନଥାଇପାରେ, କିନ୍ତୁ ନିକଟରେ କର୍ଣ୍ଣାଟକରେ ଜଣେ ଦୋକାନୀ ଦୋକାନ ଭିତରେ ହନୁମାନ ଚାଳିଶା ପଢିବାରୁ ତାଙ୍କୁ ବାଡେଇ ଲହୁ-ଲୁହାଣ କରିଦେଇଥିଲେ। କଂଗ୍ରେସ ଶାସନ ଅଧୀନରେ ହନୁମାନ ଚାଳିଶା ପଢିବା ବି ଅପରାଧ।"  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story