ବିଜେଡି ଛାଡ଼ି ପଦ୍ମ ଧରିଲେ ୮ ହଜାରରୁ ଅଧିକ କର୍ମୀ

  • Published: Wednesday, 24 April 2024
  • , Updated: 24 April 2024, 04:16 PM IST

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବିଜେପିରେ ହୋଇଛି ମହାମିଶ୍ରଣ। ଶକ୍ତି ପ୍ରଦର୍ଶନ କରିଛି ଦଳ। ବିଜେଡି ଛାଡି ପଦ୍ମ ଧରିଛନ୍ତି ୮ହଜାରରୁ ଅଧିକ କର୍ମୀ। ଖଲ୍ଲିକୋଟ କଞ୍ଚଣା ପଂଚାୟତର ସମିତି ସଭ୍ୟ ଚିତ୍ରସେନ ଘୋଷଙ୍କ ଆହ୍ୱାନରେ ୮ ହଜାରରୁ ଅଧିକ କର୍ମୀଙ୍କ ସହ ୫ଟି ପଂଚାୟତର ସରପଞ୍ଚ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Related story