ଥମି ଆସୁଥିବା କଳିରେ ଏଣ୍ଟ୍ରି ମାରିଲେ ନରସିଂହ

  • Published: Saturday, 28 October 2023
  • , Updated: 28 October 2023, 05:16 PM IST

ଓଲିଉଡରେ ପଶିଲା ପଲିଟିକ୍ସ। ଥମି ଆସୁଥିବା କଳିରେ ଏଣ୍ଟ୍ରି ମାରିଲେ ନରସିଂହ। ମନୋଜଙ୍କ ପାଇଁ ଛିଡ଼ା ହେଲେ ଓ ଦେଲେ ବଡ଼ ଆହ୍ୱାନ । ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ ବାସନ୍ଦ ବିବାଦର ଶୀଘ୍ର ସମାଧାନ ନହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। 

Related story