ନିରଞ୍ଜନଙ୍କ ପାଣି ଖଲଖଲ | Odisha Reporter
ବିଧାନସଭାରେ ମୁହାଁମୁହିଁ ଦୁଇ ନେତା । ପ୍ରଶ୍ନ କରି ଫଶି ଗଲେ ନିରଞ୍ଜନ ପୂଜାରୀ, ଘେରିଗଲେ ଉପ-ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବିଧାନସଭାରେ ରୋଚକ ଦୃଶ୍ୟ । ବିଜେଡିର ପୋଲ ଖୋଲିଦେଲେ ଦୁଇ ନେତା । ହଟହଟା ହେବା ପରେ ଚୁପ ହୋଇ ବସିଲେ ନିରଞ୍ଜନ ପୂଜାରୀ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
