ଆଖି ବୁଜିଲେ ନେତା, ସାକ୍ଷୀ ରହିଲା ବିଧାନସଭା | Odisha Reporter
କଥାରେ ଅଛି ଜୀବନ ଅଛି ତ ମୃତ୍ୟୁ ବି ଅଛି। ଆଉ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ। ସେଠି କ୍ଷମତା କି ସାମର୍ଥ୍ୟ, ବାହୁବଳ କି ଅର୍ଥବଳ ସବୁ କିଛି ନିରର୍ଥକ। ଆଉ ଓଡିଶା ବିଧାନସଭା ହେଉଛି ଏ ଜୀବନ ଦର୍ଶନର ମୁକ ସାକ୍ଷୀ। ଏଠି କିଏ କେତେ ଆସିଛନ୍ତି ଆଉ ନିଜ ନିଜ ଅଭିନୟ ସାରି ଆର ପାରିକି ଚାଲି ଯାଇଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
