ଆଖି ବୁଜିଲେ ନେତା, ସାକ୍ଷୀ ରହିଲା ବିଧାନସଭା

  • Published: Sunday, 11 February 2024
  • , Updated: 11 February 2024, 07:47 PM IST

କଥାରେ ଅଛି ଜୀବନ ଅଛି ତ ମୃତ୍ୟୁ ବି ଅଛି। ଆଉ ମୃତ୍ୟୁ ହିଁ ଚିରନ୍ତନ ସତ୍ୟ। ସେଠି କ୍ଷମତା କି ସାମର୍ଥ୍ୟ, ବାହୁବଳ କି ଅର୍ଥବଳ ସବୁ କିଛି ନିରର୍ଥକ। ଆଉ ଓଡିଶା ବିଧାନସଭା ହେଉଛି ଏ ଜୀବନ ଦର୍ଶନର ମୁକ ସାକ୍ଷୀ। ଏଠି କିଏ କେତେ ଆସିଛନ୍ତି ଆଉ ନିଜ ନିଜ ଅଭିନୟ ସାରି ଆର ପାରିକି ଚାଲି ଯାଇଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Related story