Advertisment

ସମସ୍ତଙ୍କ ଘରୁ ମିଟର ଖୋଲିବାକୁ ଆହ୍ବାନ ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର

ମାଗଣା ବିଜୁଳିକୁ ନେଇ ତେଜିଲା ରାଜନୀତି । ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ।

author-image
Manoj Swain

ସମସ୍ତଙ୍କ ଘରୁ ମିଟର ଖୋଲିବାକୁ ଆହ୍ବାନ ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର। ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ 2024 ନିର୍ବାଚନ ଇସ୍ତାହାରରେ ମାଗଣା ବିଜୁଳି ପ୍ରତିଶ୍ରୁତି ଦେବା ପରେ ରାଜନୀତି ଜୋର ଧରିଲାଣି। ଦଳର ପ୍ରତିଶ୍ରୁତି ଯେ, ଏଥର ସରକାରକୁ ଆସିଲେ ଲୋକଙ୍କୁ ମାଗଣା ବିଜୁଳି ଯୋଗାଇଦେବ। ଅନ୍ୟପଟେ ବିଜେପି ମଧ୍ୟ ସରକାରଙ୍କୁ ଏନେଇ ଚ୍ୟାଲେଞ୍ଜ ଦେଇଛି। ଯଦି ସରକାର ମାଗଣା ବିଜୁଳି ଘୋଷଣା କରୁଛନ୍ତି ତା ହେଲେ ଘରୁ ମିଟର ଖୋଲିଦିଅନ୍ତୁ ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp