ସବୁ ବଡ଼ ସେଲିବ୍ରେଟି ବିଜେପିରେ, କଣ କରିବ ବିଜେଡି ?

  • Published: Friday, 29 March 2024
  • , Updated: 29 March 2024, 01:11 PM IST

ସବୁ ବଡ଼ ସେଲିବ୍ରେଟି ଏବେ ବିଜେପିରେ ମିଶୁଛନ୍ତି । ବିଜେଡିରୁ ଏଥର ମୁହଁ ଫେରାଉଛନ୍ତି । ପୂର୍ବ ନିର୍ବାଚନରେ ବିଜେଡିକୁ ଯେଉଁଭଳି ଯାଉଥିଲେ, ଚଳିତ ନିର୍ବାଚନରେ ବିଜେପିକୁ ସେମିତି । କିଛି ଏଭଳି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ। 

Related story