\'ଲୋକେ ବିଜେଡିରୁ ଟଙ୍କା ନେଲେ ମୋତେ ଭୋଟ୍ ଦେଲେ\' | Exclusive Interview With Laxman Bag | Odisha Reporter
କିଏ ଏହି ଲକ୍ଷ୍ମଣ ବାଗ୍ ? ଯିଏ ଅପରାଜେୟ ନବୀନଙ୍କୁ ଚଖାଇଲେ ପରାଜୟର ସ୍ୱାଦ। ଆଉ ନିଜେ ପିନ୍ଧିଛନ୍ତି ୨୪ ନିର୍ବାଚନର ଜନାଦେଶ ବିଜୟ ମୁକୁଟ । ହାରିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଟର୍ଚ୍ଚା। ଯିଏ ନବୀନଙ୍କ ବିଜୟରେ ଲଗାଇଲେ ବିରାମ। ଅପରାଜେୟ ନବୀନଙ୍କଠୁ ଛଡାଇ ନେଲେ ଟ୍ୟାଗ । ଏହାକୁ ନେଇ ଲକ୍ଷ୍ମଣ ବାଗ୍ କହିଛନ୍ତି, ଗୋଟେ ପଟେ ଟଙ୍କା ଓ ବାହୁବଳର ବ୍ୟବହାର ଅନ୍ୟପଟେ ଲୋକଙ୍କ ସମର୍ଥନ। ଏମିତିକି ଲୋକମାନେ ବିଜେଡିଠୁ ଟଙ୍କା ନେଇ ମୋତେ ଭୋଟ୍ ଦେଲେ ବୋଲି କହିଛନ୍ତି ଲକ୍ଷ୍ମଣ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us