ପ୍ରଶଂସା କଲେ, ଗ୍ୟାରେଣ୍ଟି ଦେଲେ

  • Published: Wednesday, 06 March 2024
  • , Updated: 06 March 2024, 01:20 PM IST

ବିଜୁ ଜୟନ୍ତୀରେ ପ୍ରବାଦ ପୁରୁଷଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଣ୍ଡିଖୋଲରେ ଓଡ଼ିଆ ଜାତିର ଆରଧ୍ୟା ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଲେ । ପ୍ରଥମେ ସରକାରୀ ସଭା ପରେ ବିଜେପିର ସାଧାରଣ ସଭା । ଜିପ୍ ମାଧ୍ୟମରେ ହଜାର ହଜାର ଲୋକଙ୍କ ଭିତରୁ ଏଣ୍ଟ୍ରି ମାରିଲେ ମୋଦି । ନିର୍ବାଚନ ଋତୁରେ ମୋଦିଙ୍କ ଆଗମନ ଅନେକ ଆଶା-ଆକାଂକ୍ଷା ଏବଂ ଭବିଷ୍ୟତକୁ ନେଇ ଶଙ୍କା ବଢାଉଥିଲା । ଆଉ ଚଣ୍ଡିଖୋଲର ବେଣାପୁର ପଡିଆରେ ପ୍ରଧାନମନ୍ତ୍ରୀ ପରିବାରବାଦ କଥାକୁ ନେଇ ଇଣ୍ଡି ମେଣ୍ଟ ଉପରେ ବର୍ଷିଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Related story