ରାଜ୍ୟରେ ନିର୍ବାଚନୀ ହିଂସା ରୋକିବାରେ ପୁଲିସ ବିଫଳ: ଡିଜିପିଙ୍କୁ ତୁରନ୍ତ ହଟାଯାଉ, ଦାବି ଜଣାଇଲା ବିଜେପି

ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୁଲିସର ନିଷ୍କ୍ରିୟତା ଓ ବିଜେଡିକୁ ସହଯୋଗ କରୁଥିବାର ତଥ୍ୟପ୍ରମାଣ ଦେଇଛି ।

BJP

BJP ପତାକା

Ordigital Desk
  • Published: Saturday, 18 May 2024
  • Updated: 18 May 2024, 10:06 PM IST

Sports

Latest News

ରାଜ୍ୟରେ ପୁଲିସ ବିଜେଡିର ହାତବାରିସୀ ହୋଇ କାମ କରୁଛି । କିଛି ନିର୍ଦ୍ଦିଷ୍ଟ ପୁଲିସ ଅଧିକାରୀ ଖୋଲାଖୋଲି ଭାବେ ବିଜେଡିକୁ ସହଯୋଗ କରୁଛନ୍ତି । ସେଥିପାଇଁ ରାଜ୍ୟରେ ନିର୍ବାଚନୀ ହିଂସା ବଢ଼ିବାରେ ଲାଗିଛି ଓ ଏସବୁ ହିଂସା ରୋକିବାରେ ପୁଲିସ ବିଫଳ ହୋଇସାରିଛି । ତେଣୁ ଆନ୍ଧ୍ର ଭଳି ଓଡ଼ିଶାର ପୁଲିସ ଡିଜିଙ୍କୁ ପରିବର୍ତ୍ତନ କରାଯାଉ ବୋଲି ବିଜେପି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି । ଏଥିସହ ଓଡ଼ିଶାରେ ଦ୍ୱିତୀୟ ଓ ଅନ୍ୟାନ୍ୟ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିିଶୃଙ୍ଖଳାର ସହ ଅବାଧ ଓ ନିରପେକ୍ଷ ଭାବେ କରିବାକୁ ବିଜେପି କହିଛି ।

ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପୁଲିସର ନିଷ୍କ୍ରିୟତା ଓ ବିଜେଡିକୁ ସହଯୋଗ କରୁଥିବାର ତଥ୍ୟପ୍ରମାଣ ଦେଇଛି । ବିଜେପି ଅଭିଯୋଗ କରିଛି ଯେ,  ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି । ବିଜେଡି ନିର୍ବାଚନ ହାରିବା ଭୟରେ ହତାଶ ହୋଇ ସରକାରୀ କଳ,ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି । ନିର୍ବାଚନୀ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିôବାବେଳେ ୨ଜଣ ଦଳୀୟ ପ୍ରାର୍ଥୀ ଗୁରୁତର ହୋଇ ଚିକତ୍ସାଧୀନ ଅଛନ୍ତି । ଏହାସତ୍ୱେ ପୁଲିସ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ତେଣୁ ତୁରନ୍ତ ପୁଲିସ ଡିଜିଙ୍କୁ ପରିବର୍ତନ କରାଯାଉ ବୋଲି ବିଜେପି ଦାବି କରୁଛି ।

Also Read

ବିଜେପି ଆଜି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି କହିଛି ଯେ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଓ ପରେ ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲା ସମେତ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ବହୁ ହିଂସାକାଣ୍ଡ ହୋଇଛି । ପ୍ରାୟ ୮୦ଟି ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପିର ଦୁଇ ଜଣ ପ୍ରାର୍ଥୀଙ୍କ ଉପରେ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିରେ ବିଜୁ ଜନତା ଦଳ ନେତାଙ୍କ ସମ୍ପୃକ୍ତି ରହିଛି । ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ଗାଁରେ ୨୦ରୁ ୩୦ ଜଣ ବିଜେଡି ଗୁଣ୍ଡା ସଂଘବଦ୍ଧଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଗାଁରେ ବ୍ୟାନର ମାରୁଥିବାବେଳେ ସମ୍ପୃକ୍ତ ଗୁଣ୍ଡାମାନଙ୍କ ଆକ୍ରମଣରେ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ ଦଳୀୟ କର୍ମୀ ଆହତ ହୋଇଛନ୍ତି । ଏନେଇ ଖଲ୍ଲିକୋଟ ଥାନାରେ ମାମଲା ରୁଜୁ ହୋଇଛି । ସେହିପରି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଗୋଷାଣୀନୂଆଗାଁ ଥାନା ଆଗରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ପୁଲିସ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ ହୋଇଥଲା । ମାତ୍ର ପୁଲିସ କିଛି ନକରି କେବଳ ନୀରବଦ୍ରଷ୍ଟା ସାଜିଥିଲା । ଫଳରେ ଶ୍ରୀ ପାଣିଗ୍ରାହୀ ଗୁରତର ହୋଇ ଭୁବନେଶ୍ୱର ଏମସରେ ଭର୍ତି ହୋଇଥିଲେ । ଏନେଇ ଗୋଷାଣୀନୂଆଗାଁ ଥାନାରେ ମାମଲା ବି ରୁଜୁ ହୋଇଛି । ସେହିପରି ମେ\' ୧୫ ତାରିଖରେ ଟିଟଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନ  ସମର୍ଥକମାନଙ୍କ ସହ ସଇଁତଳା ବ୍ଲକ ଅନ୍ତର୍ଗତ ତେଣ୍ଡିପଲ୍ଲୀ ଗାଁରୁ ଏକ ସାମାଜିକ କାର୍ଯ୍ୟକ୍ରମ ଶେଷ କରି ଫେରୁଥିବାବେଳେ ବିଜେଡି ଗୁଣ୍ଡାଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ବିଜେଡି ଗୁଣ୍ଡାମାନେ ତାଙ୍କୁ ଓ ସମର୍ଥକମାନଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ରକ୍ତାକ୍ତ କରିଥିଲେ । ଏହି ସମୟରେ ଜୈନ ଘଟଣାସ୍ଥଳରୁ ଜୀବନ ବଂଚାଇ ଖସିଯିବାକୁ ସକ୍ଷମ ହୋଇଥିଲେ । ମାତ୍ର ତାଙ୍କ  ସମର୍ଥକ ଦୋଳମଣି ବସ୍ତିଆ ଓ ଲବେନ୍ଦ୍ର ବେହେରାଙ୍କୁ ଗୁଣ୍ଡାମାନେ ମାରଣାସ୍ତ୍ର ଦେଖାଇ ବଳପୂର୍ବକ ଅପହରଣ କରି ନେଇଥିଲେ । ଆଠଗଡ଼, ଭୁବନେଶ୍ୱର, ବରଗଡ଼ରେ ମଧ୍ୟ ହାରିବା ଭୟରେ ବିଜେଡି କର୍ମୀମାନେ ବିଜେପି କର୍ମୀମାନଙ୍କୁ ବାରମ୍ବାର ଆକ୍ରମଣ କରିଛନ୍ତି । ରାଜ୍ୟର ଅନେକ ସ୍ଥାନରେ ବିଜେପି କର୍ମୀମାନଙ୍କୁ ଏଭଳି ଆକ୍ରମଣର ଶୀକାର ହେଉଛନ୍ତି ସେମାନଙ୍କୁ ଡରାଇ  ଧମକାଇ ଚୁପ କରିବାକୁ ବିଜେଡି ଗୁଣ୍ଡାମାନେ ଚେଷ୍ଟା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଏ ସମସ୍ତ ବିଷୟରେ ପୁଲିସର ନିଷ୍କ୍ରିୟତା ଓ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି । ଆନ୍ଧ୍ରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ବିଫଳ ହେବାରୁ ପୁଲିସ୍ ଡିଜପିିଙ୍କୁ ପରିବର୍ତନ କରାଯାଇଥିଲା । ସେହିପରି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଯେଉଁଭଳି ହିଂସାକାଣ୍ଡ ହୋଇଛି । ତାକୁ ରୋକିବାରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଦୋଷୀ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇପାରିନାହିଁ । ବିଜୁ ଜନତା ଦଳର ହାତବାରିସ ସାଜି ପୁଲିସ୍ ସେମାନଙ୍କ ସହଯୋଗୀ ଭଳି କାମ କରୁଛି । ତେଣୁ ପୁଲିସ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ  ବିଜେପି ପକ୍ଷରୁ ଦାବି କରାଯାଇଛି । ବିଜେପି କହିଛି ଯେ, ରାଜ୍ୟରେ ନିର୍ବାଚନୀ ହିଂସାକୁ ରୋକିବା ଓ ହିଂସାରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କ\'ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ପୁଲିସ ଡିଜି ତାହା ଗଣମାଧ୍ୟମ ଆଗରେ ସାର୍ବଜନୀନ କରନ୍ତୁ । ନଚେତ ଆନ୍ଧ୍ର ଭଳି ଏଠାରେ ମଧ୍ୟ ତାଙ୍କୁ ବଦଳି କରାଯାଉ । ପୁଲିସର ଅପାରଗତା କାରଣରୁ ରାଜ୍ୟରେ ଆଇନଶୃଖଳା ପରିସ୍ଥିତ ବିଗିଡ଼ି ଯାଇଥିବାରୁ ଜଣେ ନୂଆ ପୁଲିସ ଡିଜିଙ୍କୁ ନିଯୁକ୍ତି ଦେବାକୁ ବିଜେପି ଲିଖିତ ଭାବେ ଦାବି କରିଛି ।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ଅନିଲ ବିଶ୍ୱାଳ, ସୁଜିତ୍ କୁମାର ଦାସ, ଜୟନ୍ତ ଜେନା, ଶ୍ରୀରଞ୍ଜନ ମଙ୍ଗରାଜ, ବିଶ୍ୱଜିତ୍ ସ୍ୱାଇଁ, ସୁଚରିତା ଜେନାମଣି ପ୍ରମୁଖ ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story