ଆସୁଛି ଓଡ଼ିଆ ନୂଆ ବର୍ଷ, ତା ପୂର୍ବରୁ ନବୀନଙ୍କ ପାଞ୍ଜି ଖୋଲିଦେଲେ ଭାଇନା। କହିଦେଲେ ନବୀନ ଓ ପାଣ୍ଡିଆନଙ୍କ ଭିତିରି କଥା। ନବୀନ କେମିତି ନିଜ ଶତ୍ରୁଙ୍କ ସହ ବ୍ୟବହାର କରନ୍ତି ? କେତେ ପ୍ରତିଶୋଧ ପରାୟଣ ନବୀନ ବାବୁ ? କେମିତି ତାଙ୍କ ପରିବାର ଓ ତାଙ୍କୁ ହଇରାଣ କରିଥିଲେ ? ଏବେ ଗୋଟିଏ ପରେ ଗୋଟିଏ ମାମଲାରୁ ଖଲାସ ହେବା ପରେ ଗୁମର ଖୋଲୁଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବେଆଇନ ପ୍ରବାସୀ ଭାରତୀୟଙ୍କ ବିମାନ କାହିଁକି କେବଳ ପଞ୍ଜାବରେ ଲ୍ୟାଣ୍ଡ୍ କରୁଛି?
ଫେବୃଆରୀ ୫ରେ ୧୦୪ ପ୍ରତ୍ୟର୍ପିତଙ୍କ ମଧ୍ୟରେ ଗୁଜରାଟ ଓ ହରିୟାଣାରୁ ସର୍ବାଧିକ ୩୩ ଜଣ ଲେଖାଏ ରହିଥିଲେ। ପଞ୍ଜାବରୁ ୩୦ ଜଣ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରୁ ୩ ଜଣ ଲେଖାଏ ଏବଂ ଚଣ୍ଡିଗଡ଼ରୁ ୨ ଜଣ ରହିଥିଲେ।

Politics
କଂଗ୍ରେସକୁ ଫେରିବେ କି ପ୍ରଫୁଲ୍ଲ ଓ ଭୂପିନ୍ଦର
ନବନିଯୁକ୍ତ ପିସିସି ସଭାପତି ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରି ନେବା ପରେ ଆଜି କଂଗ୍ରେସ ଭବନକୁ ଆସିଥିଲେ ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ।

Politics
ଭକ୍ତଙ୍କ ‘ମାଷ୍ଟରଷ୍ଟ୍ରୋକ୍’: କଂଗ୍ରେସ ପାଇଁ ସାଜିବ କି ସଞ୍ଜିବନୀ
ଭକ୍ତ ପିସିସି ସଭାପତି ଭାବେ ନିଜର କାର୍ଯ୍ୟ ଆରମ୍ଭ କରିବେ ‘ପୁରୀ ସଂକଳ୍ପ ଯାତ୍ରା’ରୁ । ଯେଉଁଥିପାଇଁ ୧୭ଜଣିଆ କମିଟି ମଧ୍ୟ ଗଠନ ହୋଇଛି । ଏହି କମିଟିରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ ମିଳିଛି । ଭକ୍ତ ୧୮ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ଦଳୀୟ କର୍ମୀ ଓ ନେତାମାନଙ୍କ ସହ ପଦଯାତ୍ରାରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ।

Politics
ବୈଜୟନ୍ତଙ୍କୁ ରାଜ୍ୟ ବିଜେପିର ଭବ୍ୟ ସ୍ୱାଗତ, ବିମାନବନ୍ଦରରୁ ବିଶାଳ ଶୋଭାଯାତ୍ରାରେ ଆସିଲେ
ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦଳର କର୍ମୀ ଓ ନେତାମାନେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳକୁ ଆଣିଥିଲେ ।

Politics
ବଜେଟ୍ ଅଧିବେଶନ ଆରମ୍ଭ: ନିର୍ବାଚନରେ ନିରନ୍ତରତା ପରିବର୍ତ୍ତେ ପରିବର୍ତ୍ତନକୁ ବାଛିଛନ୍ତି ଓଡ଼ିଶାବାସୀ- ରାଜ୍ୟପାଳ, ବର୍ଷିଲେ ବିରୋଧୀ
ବଜେଟ ଅଭିଭାଷଣ ମାଧ୍ୟମରେ ରାଜ୍ୟର ବିଜେପି ସରକାରଙ୍କ ବିଗତ ୮ମାସର ବିଭିନ୍ନ କାର୍ଯ୍ୟ ଓ ଭବିଷ୍ୟତ ପାଇଁ ରହିଥିବା କାର୍ଯ୍ୟର ଏକ ରୂପରେଖ ଉପସ୍ଥାପନ କରିଛନ୍ତି ରାଜ୍ୟପାଳ।