'ସାଢେ ୪ କୋଟି ଦେଖିଲେ ମୋଦି ମ୍ୟାଜିକ୍’

  • Published: Wednesday, 06 March 2024
  • , Updated: 06 March 2024, 01:34 PM IST

‘ପୂରା ସାଢେ ୪ କୋଟି ଓଡ଼ିଆ ଦେଖିଲେ ମୋଦି ମ୍ୟାଜିକ୍। ଚଣ୍ଡିଖୋଲ ସଭାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ, ମୋଦିଙ୍କ ପରିବାରର ପ୍ରତିଶ୍ରୁତି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି।’ କିଛି ଏଭଳି କହିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Related story