Advertisment

ଆଦିବାସୀ ଭୋଟ୍ ପାଇଁ ସରକାର ପଛକୁ ହଟିଲେ କି ?

ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବା ପରେ ହରଡ଼ଘଣାରେ ପଡିଗଲେ ସରକାର ।

author-image
Manoj Swain
ଅଦ୍ୟତନ ହୋଇଛି

ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବା ପରେ ହରଡ଼ଘଣାରେ ପଡିଗଲେ ସରକାର । ବିଜେପି ଓ କଂଗ୍ରେସ ଆଦିବାସୀ ଭୋଟ ପୋଛିନେବା ଭୟରେ ଏହାକୁ 3 ଦିନ ମଧ୍ୟରେ କରିଦେଲେ ସ୍ଥଗିତ। ଆଗକୁ ଯାଇ ପୁଣି ପଛକୁ ଫେରିବାରୁ ବିରୋଧୀଙ୍କୁ ମିଳିଗଲା ମୌକା। ବିରୋଧୀ କହିଲେ ବିଜେଡି ସରକାର ଆଣ୍ଟି ଆଦିବାସୀ । ଏହି ବିଲ ସ୍ଥଗିତ ନୁହେଁ ପ୍ରତ୍ୟାହାର ହେଉ କହିଲା ବିଜେପି। ଆଜି ବିଧାନସଭାରେ ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗକୁ ନେଇ ବିଜେପି ଏହା ଦାବି କରିଛି। 

Advertisment
Bhubaneswar Odisha Assembly