‘ପାଣ୍ଡିଆନଙ୍କ ପାଇଁ ଖୋଳିଦେଲେ ଷ୍ଟାଡିୟମ’

୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଷ୍ଟାଡିୟମ ପରିସରରେ ହେଲିପ୍ୟାଡ ନିର୍ମାଣ କରିବାକୁ ପଡିଆ ମଝିକୁ ଖୋଳି ଦିଆଯାଇଛି ।

Manoj Swain
  • Published: Friday, 18 August 2023
  • Updated: 18 August 2023, 11:56 AM IST

Sports

Latest News

ପାଣ୍ଡିଆନ ସାର ରୋଡରେ ବି ଆସି ପାରିଥାନ୍ତେ, ଆମ ଷ୍ଟାଡିୟମ ଖୋଳିଦେଲେ କାନ୍ଦ ଲାଗୁଛି ବୋଲି କହିଲେ ଷ୍ଟାଡିୟମକୁ ଆସିଥିବା କ୍ରୀଡା ପ୍ରେମୀ । ଖୋର୍ଦ୍ଧା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ପ୍ରସ୍ତାବିତ ଗସ୍ତକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଷ୍ଟାଡିୟମ ପରିସରରେ ହେଲିପ୍ୟାଡ ନିର୍ମାଣ କରିବାକୁ ପଡିଆ ମଝିକୁ ଖୋଳି ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos