ବେଗୁନିଆରେ କେମିତି ରହିଛି ଲୋକଙ୍କ ମୁଡ ?

ବେଗୁନିଆରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ବେଗୁନିଆ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ।

Manoj Swain
  • Published: Monday, 22 April 2024
  • Updated: 22 April 2024, 05:04 PM IST

Sports

Latest News

ବେଗୁନିଆରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। କେତେ ପହଁଞ୍ଚିଛି ଯୋଜନା। ବେଗୁନିଆ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି ବେଗୁନିଆ ନିର୍ବାଚନମଣ୍ଡଳୀର ଜନସାଧାରଣ ? ବେଗୁନିଆରେ ମୁଖ୍ୟ ସମସ୍ୟା ଜଳ ସଙ୍କଟ ଥିବା ବେଳେ ଏହାକୁ ନେଇ ବଡ଼ ବଡ଼ ପ୍ରତିଶୃତି ଦେଇଥିଲେ ନେତା । ହେଲେ ନିର୍ବାଚନ ସରିଗଲେ ଭୁଲି ଯାଆନ୍ତି ଏଠାକାର ସମସ୍ୟା କଥା, ଆଉ ନଜର ଅନ୍ଦାଜ କରନ୍ତି ଏମାନଙ୍କ ଦୁଃଖ ଦୁର୍ଦ୍ଦଶା। ଏବେ ଅଞ୍ଚଳବାସୀ ମନସ୍ଥ କରିଛନ୍ତି ଯିଏ ଭୋଟ ମାଗିବାକୁ ଆସିବ ସିଧା ତାଙ୍କୁ ପ୍ରଶ୍ନ କରିବୁ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos