‘କୌଣସି ବେଆଇନ କାମ ହୋଇନି, ଅସାମ୍ବିଧାନିକ କାମ ହୋଇନି’

  • Published: Tuesday, 24 October 2023
  • , Updated: 24 October 2023, 04:39 PM IST

ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ପରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ଏହି ଘଟଣା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରି ନାହିଁ। ସେ ୩୦ ଜିଲ୍ଲା ବୁଲିବା ଯୋଗୁଁ ଯେଉଁ କ୍ଷତି ହୋଇଥିଲା, ତାର ଭରଣା ଉଦ୍ୟମ ହୋଇଛି। ସେଥିପାଇଁ ସରକାର ବ୍ୟାକଫୁଟ୍‌ରେ ଥିଲେ। ବହୁ ଚିନ୍ତା କରି ଏହି ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧୀଦଳ ସମାଲୋଚନା କରିପାରିବେନି। 

 

Related story