ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ: ନୀତିନ ଗଡ଼କରୀ

  • Published: Thursday, 09 May 2024
  • , Updated: 09 May 2024, 07:23 PM IST

ଆଜି କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ସେ କହିଛନ୍ତି, ୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି। ୮ ହଜାର କୋଟି ବ୍ୟୟରେ ହେବ ରତନପୁର-ଦୀଘା ରାସ୍ତା। ୧୭୭ କିମି ରାସ୍ତା ହେବ; ୮୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨ ହଜାର କୋଟିରେ ୬୫ କିମିର ୪ ଲେନ୍‌ ଜାମୁଝାଡ଼ି-ଧାମରା ରାସ୍ତା ହେବ। କଟକ-ପାରାଦୀପ ୪ ଲେନ୍‌ ରାସ୍ତା ପାଇଁ ଖର୍ଚ୍ଚ ହେବ ୨୩୭୦ କୋଟି ଟଙ୍କା । ୨ ଶହ କୋଟିରେ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। କେନ୍ଦ୍ର ପରିବହନ ମନ୍ତ୍ରୀ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

 

Related story