ସମସ୍ତଙ୍କ ନଜର ଆମେରିକା ନିର୍ବାଚନ ଉପରେ ରହିଛି । ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟ କମଲା ହାରିଶ ? କିଏ ମାରିନେବେ ବାଜି ? କଣ ରହିଛି ଗଣିତ ? ନିର୍ବାଚନ ପରେ ଭାରତ ସହିତ ଆମେରିକାର କିଭଳି ରହିବ ସମ୍ପର୍କ ? ଏ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଓ ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ମାନସ ବେହେରା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେଲେ ଏକନାଥ ସିନ୍ଦେ, ଗୁରୁବାର ଶପଥ ଉତ୍ସବ!
୨ ବର୍ଷ ଧରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ସିନ୍ଦେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇ ନଥିଲେ। ସେ ମହାୟୁତି ବୈଠକ ବାତିଲ କରିବା ଓ ହଠାତ୍ ନିଜ ଗାଁକୁ ଚାଲିଯିବା ଭଳି ଭେଳିକି ଦେଖାଇବାରୁ ବିଜେପି ତାଙ୍କ ଉପରେ ଖପ୍ପା ହୋଇଥିଲା।
Politics
ଅଧାପନ୍ତରିଆ ପାନୀୟ ଜଳ ପ୍ରକଳ୍ପ ନେଇ ମନ୍ତ୍ରୀ କହିଲେ, ମଲେଇ ଖାଇ ପଳେଇଲେ ଠିକାଦାର
ବଦ୍ରିଙ୍କ ବିସ୍ଫୋରକ ବୟାନ; ପ୍ରକଳ୍ପ ନ ସରିବାରୁ ହାରିଲେ ବିଧାୟକ
Politics
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ୨୦ରେ ଭୋଟ୍
ସେପ୍ଟେମ୍ବର ୬ ତାରିଖରେ ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
Politics
ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତାକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।