ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩.୦ ସରକାର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ଓଡ଼ିଶା ଫେରିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଓଡ଼ିଶାରେ ବିଜେପିର ସରକାର ଗଠନ ସହ ମୁଖ୍ୟମନ୍ତ୍ରୀ ରେସକୁ ନେଇ କଣ କହୁଛନ୍ତି ଶୁଣନ୍ତୁ.....
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କଂଗ୍ରେସ ହେଭିୱେଟଙ୍କୁ ଝଟକା: ଭକ୍ତ ଗଢ଼ିଲେ ୩୦ଜଣିଆ ପଦାଧିକାରୀ ଟିମ୍, ନୂଆ ମୁହଁଙ୍କୁ ଗୁରୁତ୍ୱ
ଭକ୍ତଙ୍କ ଟିମରେ କୈାଣସି ଜଣେ ବି ତଥାକଥିତ ହେଭିଓ୍ବେଟ କିମ୍ବା ସେମାନଙ୍କ ସମର୍ଥକଙ୍କୁ ସ୍ଥାନ ମିଳିନଥିବାବେଳେ ରାଜ୍ୟ କଂଗ୍ରେସ ଇତିହାସରେ ପ୍ରଥମଥର ପାଇଁ ପଦାଧିକାରୀଙ୍କ ସଂଖ୍ୟାକୁ ମାତ୍ର ୩୦ ଭିତରେ ସୀମିତ ରହିଛି।

Politics
ପିଏସି ବୈଠକ ପୂର୍ବରୁ ପୁଣିଥରେ ବର୍ଷିଲେ ଭୂପିନ୍ଦର ଓ ଶଶୀ: ନିର୍ବାଚନରେ ହାରିବା ପାଇଁ ‘ବ୍ୟବସ୍ଥା’ କରିଥିଲା କି ବିଜେଡି ?
ଲୋକେ ଚର୍ଚ୍ଚା କରୁଛନ୍ତି କହି ଭୂପିନ୍ଦର ଶନିବାର ବିଜେଡିର ଅସଲ ଚେହେରାକୁ ପଦାରେ ପକାଇଛନ୍ତି ।

Politics
ଆପରେ ବଡ଼ ଗଡ଼ବଡ଼: ଇସ୍ତଫା ଦେଲେ ୧୩ କାଉନସିଲର, ଗଢ଼ିଲେ ନୂଆ ଦଳ
ଶନିବାର ଗୋଏଲଙ୍କ ନେତୃତ୍ୱରେ ବିଦ୍ରୋହୀ ନେତାମାନେ ପ୍ରଥମେ ଆପ୍ରୁ ଇସ୍ତଫା ଦେଇଥିଲେ। ଏହାପରେ ସେମାନେ ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି ଗଠନ କରିଥିବା ଘୋଷଣା କରିଛନ୍ତି।

National
ଅପରେସନ ସିନ୍ଦୂର ସର୍ବଦଳୀୟ କମିଟିରେ ଶଶି, ସୁପ୍ରିୟା, ଜୟ, ସଂଜୟ
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଭାରତ-ପାକିସ୍ତାନ ଉତ୍ତେଜନା ଓ ସଂଘର୍ଷ ସଂପର୍କରେ ବିଭିନ୍ନ ରାଷ୍ଟ୍ରଙ୍କୁ ଅବଗତ କରିବେ ଭାରତ ସରକାର। ଏଥିପାଇଁ ୭ ଜଣ ସାଂସଦଙ୍କ ନାମ ଘୋଷଣା କରାଯାଇଛି। ଏହି ୭ ଜଣ ସାଂସଦ ୭ଟି ସର୍ବଦଳୀୟ କମିଟିର ନେତୃତ୍ୱ ନେଇ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବେ। ଯେଉଁ ୭ ଜଣ ଏହି ସର୍ବଦଳୀୟ କମିଟିର ନେତୃତ୍ୱ ନେବେ ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ଶଶି ଥରୁର, ଏନସିପିର ସୁପ୍ରିୟା ସୁଲେ ଓ ବିଜେପିର ବୈଜୟନ୍ତ ପଣ୍ଡା।

Politics
ମୋହନ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବର ଅତିଥି ହେବେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ!
ମୋହନ ମାଝୀ ସରକାରଙ୍କ ବର୍ଷପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଅତିଥି ହେବେ କି ବୋଲି ପ୍ରଶ୍ନର ସେ କୌଣସି ସିଧାସଳଖ ଉତ୍ତର ଦେଇନାହାନ୍ତି। ସେ କହିଛନ୍ତି ଯେ ଏନେଇ କିଛି ଚୂଡ଼ାନ୍ତ ହୋଇନାହିଁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସିଲେ ଭଲ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ ଚାଲିଛି।