ଜିଲ୍ଲାପାଳ ଏସପିଙ୍କୁ ନେଇ ଯାଜପୁର ସର୍କିଟ ହାଉସରେ ବିଜେଡିର ଟ୍ୟୁସନ୍ ଦରବାର ! ଜିଲ୍ଲାପାଳ ଏବଂ ଏସପିଙ୍କୁ ବିଜେଡି ନେତା କୁଆଡ଼େ କଲେ ଟ୍ୟୁସନ୍ ! ଡାକିଲେ ପ୍ରମିଳା ଆଉ ବାବୁଙ୍କୁ ତାଗିଦ କଲେ ବବି ଦାସ ! ସରକାର ବଦଳିବାରେ ପରେ ଆଉ ବାବୁ କଥା ମାନୁନଥିବାରୁ ତାଗିଦ୍ ! କୁସୁମା ଅନିୟମିତତା ସାଙ୍ଗକୁ ବିଜେଡି କଣ୍ଟ୍ରାକ୍ଟରଙ୍କ ପାଉଣା ବନ୍ଦ ବଢାଇଲା ଟେନସନ୍ ! ବେଆଇନ ଭାବେ ବିଜେଡି ନେତା କାମ କରିଥିବା ନେଇ ବିଜେପିର ଅଭିଯୋଗ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଏକ ବର୍ଷର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ: “ଜନସେବା ପାଇଁ ୨୪ବର୍ଷ ନୁହେଁ, ୨୪ ମିନିଟ୍ ଯଥେଷ୍ଟ”
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୨୪ ଜୁନ୍ ୧୨ ତାରିଖରେ ଶପଥ ଗ୍ରହଣ କରିଥିବା ତାଙ୍କ ସରକାର ବିଗତ ବର୍ଷକ ମଧ୍ୟରେ ଦଳ ପକ୍ଷରୁ ପ୍ରସ୍ତୁତ ସଂକଳ୍ପପତ୍ରରେ ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ଟି ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି । ସରକାର ନିଜର ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ସଂକଳ୍ପପତ୍ର ମଧ୍ୟରୁ ଯେଉଁ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିଛନ୍ତି ।

Politics
ମାନସ ମଙ୍ଗରାଜ ହଟହଟା: ମାଡ଼ ଭୟରେ ଶଙ୍ଖଭବନରୁ ପଳାଇଲେ, ବୈଠକରେ ସାମିଲ ହେଲେନି
ଶଙ୍ଖଭବନରେ ଦଳର ଜନଜାଗରଣ ଅଭିଯାନ ତଥା ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକରେ ଯୋଗ ଦେବାକୁ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଆସିଥିଲେ । ସେ ଶଙ୍ଖଭବନ ପରିସରରେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଦଳର ଯୁବ-ଛାତ୍ର ସଂଗଠନର ଆଗଧାଡ଼ିର କିଛି କର୍ମକର୍ତ୍ତା ସିଧାସଳଖ ତାଙ୍କ ନାଁ ନେଇ ହୋ-ହାଲ୍ଲା କରିଥିଲେ । ଦଲାଲ- ଦଲାଲ- ହାଏହାଏ- ଭଳି ଶବ୍ଦରେ ଶଙ୍ଖଭବନ ପ୍ରକମ୍ପିତ ହୋଇଥିଲା ।

Politics
ବିଜେଡିକୁ ବିଦ୍ରୋହ ଭୟ: ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ ଡାକିଲା, ପୁଣି ଲୁଚାଛପାରେ ପ୍ରସ୍ତୁତ ହେଲା ତାଲିକା
ରାଜ୍ୟରେ ପ୍ରଥମ ବିଜେପି ସରକାରର ବର୍ଷପୂର୍ତ୍ତି ପାଳନ ପାଇଁ ବ୍ୟାପକ ଆୟୋଜନ ଚାଲିଥିବାବେଳେ ଲୋକଲଜ୍ଜା ଭୟରେ ଓ ଅସ୍ତିତ୍ୱ ରକ୍ଷା ପାଇଁ ବିଜେଡି ନିଜର କର୍ମକର୍ତ୍ତା ସମ୍ମିଳନୀ ଡାକିଥିବା ଜଣାପଡ଼ିଛି ।

Politics
ଅମିତ ଶାହଙ୍କ ଦାବି, ୨୦୨୬ରେ ତାମିଲନାଡୁରେ ସରକାର କରିବ ବିଜେପି; ଦେଲେ ଓଡ଼ିଶା ଓ ଦିଲ୍ଲୀର ଉଦାହରଣ
ବିଜେପି ହୁଏତ ଆମେରିକାରେ ନିର୍ବାଚନ ଜିତିବାର କିଞ୍ଚିତ ସମ୍ଭାବନା ଥାଇପାରେ, କିନ୍ତୁ ତାମିଲନାଡୁରେ ଆଦୌ ନୁହେଁ: ଡିଏମ୍କେ

Politics
କ୍ୟାବିନେଟ୍ ନିଷ୍ପତ୍ତି: ଚଳିତବର୍ଷରୁ ‘ମୁଖ୍ୟମନ୍ତ୍ରୀ ସହରୀବିକାଶ ଯୋଜନା’
ରାଜ୍ୟରେ ସହରାଂଚଳ ଭିତ୍ତିଭୂମିର ବିକାଶ ନିମନ୍ତେ ଏକ ସମନ୍ୱିତ ଆଭିମୁଖ୍ୟ ନେଇ ମୋହନ ମାଝୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରାଜ୍ୟ କ୍ୟାବିନେଟ୍ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ’ ନାମକ ନୂଆ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ।