ଓଡ଼ିଶାରେ ଓଡ଼ିଆରେ ଶାସନ କେବେ ?

  • Published: Wednesday, 17 April 2024
  • , Updated: 17 April 2024, 12:56 PM IST

କାହିଁକି ହେଉନି ଓଡ଼ିଆରେ କାମ ? ଭାଷା ଆଇନ କାମରେ ନୁହେଁ କେବଳ କାଗଜରେ। ଆମ ପ୍ରିୟ ମାତୃଭାଷା ଓଡିଆ ଅସାଧାରଣ ଓ ଅନନ୍ୟ । ଓଡ଼ିଆ ଆମ ସରକାରୀ ଭାଷା। ହେଲେ ଏହାର ପ୍ରୟୋଗ ସଠିକ୍ ହେଉଛି କି ? । ଏହାକୁ ନେଇ ଓଡିଶା ରିପୋର୍ଟରର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍ (SOCIAL DEBATE) ରେ ଆଲୋଚନା, ‘ଓଡ଼ିଶାରେ ଓଡ଼ିଶା ଶାସନ କେବେ’ ?

Related story