ଶ୍ରୀମୟୀଙ୍କ ଉପରେ ବିଜେଡିର ଭରସା ପାଇଲାନି !

  • Published: Thursday, 28 March 2024
  • , Updated: 28 March 2024, 04:05 PM IST

ବିଜେଡି ନିଜର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ଗତ ଅକ୍ଟୋବର-ନଭେମ୍ବର ମାସରୁ ଆଗକୁ ଆଣି ନିର୍ବାଚନମଣ୍ଡଳୀ ବୁଲାଉଥିଲା। ଦଳର ବିଧାୟକମାନେ ମଧ୍ୟ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ସାଧାରଣ ଭୋଟରଙ୍କ ପାଖରେ ଉପସ୍ଥାପିତ କରିଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ବିଭୂତିଭୂଷଣ ବଳବନ୍ତରାୟ, ରାଜେନ୍ଦ୍ର ସାହୁ ଓ ଅନନ୍ତ ନାରାୟଣ ଜେନା ପ୍ରମୁଖ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀମୟୀ ବିଜେଡିର ସାଂସଦ ପ୍ରାର୍ଥୀ ବୋଲି ଘୋଷଣା କରିବାକୁ ପଛାଇନଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Related story