ମୋହନଙ୍କ ଉପହାର, ମହିଳାଙ୍କୁ ମିଳିବ 50 ହଜାର | Odisha Reporter
Advertisment
ରାଜ୍ୟର ମହିଳା ମାନଙ୍କୁ ବଡ଼ ଉପହାର ଦେବାକୁ ଯାଉଛି ମୋହନ ସରକାର। ଯାହା ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଶପଥ ନେବାର 4 ଘଣ୍ଟା ପରେ ପୂରଣ କରିଦେଲେ। ରାଜ୍ୟର ବିଜେପି ସରକାର ବୁଧବାର ଶପଥ ନେବା ସହ ନିଜର ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us