/odisha-reporter/media/post_attachments/uploads/2018/08/Untitled-1-4.jpg)
manushee
ମୁମ୍ବାଇ: ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲର ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଉପରେ ଯେଉଁ ଫଟୋଟି ଦେଖୁଛନ୍ତି, ତାହା ସେଇ ଫଟୋ। ଏହି ଫଟୋଟି ଏବେ ଭାଇରାଲ୍ ହେବାରେ ଲାଗିଛି। ଫଟୋଟିକୁ ପୋଷ୍ଟ୍ କରାଯିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାକୁ ଦୁଇ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିଲେ।
ତେବେ ଏହି ଫଟୋଟିରେ କ’ଣ ଫରକ ଦେଖୁଛନ୍ତି ଆପଣ? ମିଳିଥିବା ସୂଚନା ଅନୁଯାୟୀ, ବିନା ‘ମେକ୍ ଅପ୍’ରେ ସେ ଏହି ଫଟୋଟି ଉଠାଇଥିଲେ।
ମାନୁଷୀ ସୋଶାଲ୍ ମିଡିଆରେ ଭାରି ଆକ୍ଟିଭ ରହନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ୪୦ ଲକ୍ଷରୁ ଅଧିକ ଫଲୋଅର ଅଛନ୍ତି।
Advertisment
[caption id="attachment_268989" align="aligncenter" width="750"]
photo credit- instagram[/caption]
ଏହା ପୂର୍ବରୁ ମାନୁଷୀ ରକ୍ଷାବନ୍ଧନ ଅବସରରେ ତାଙ୍କ ଭାଇ ଓ ଭଉଣୀଙ୍କ ସହ ଉଠାଇ ଥିବା ଏକ ଫଟୋ ପୋଷ୍ଟ୍ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
