Advertisment

ବରଯାତ୍ରୀରେ ଏହିଭଳି ନାଗିନ୍ ଡ୍ୟାନ୍ସ ଆପଣ କେବେ ଦେଖିଛନ୍ତି କି?

ମୁମ୍ବାଇ: ନାଗିନ୍ ଡ୍ୟାନ୍ସ ବିନା ଭାରତୀୟ ବାହାଘର ଅଧା ବୋଲି ଆପଣ ଜାଣିଥିବେ। ଆପଣ ଯଦି କୌଣସି ବାହାଘରରେ ଯୋଗ ଦେଇଥିବେ ବା ବରଯାତ୍ରୀ ଯାଇଥିବେ ନାଗିନ୍ ଡ୍ୟାନ୍ସ ତ ନିହାତି ଭାବେ ନାଚିଥିବେ। ତେବେ ଆପଣଙ୍କୁ ଆମେ ଆଜି ଏକ ନାଗିନ୍ ଡ୍ୟାନ୍ସ ଦେଖାଇବୁ, କେଉଁ ଜାଗାରେ ବି ଏହିଭଳି ଡ୍ୟାନ୍ସ ଆପଣ କେବେ ଦେଖି ନଥିବେ। ଆଉ ଥରେ ଏହି ଡ୍ୟାନ୍ସ ଦେଖିଲା ପରେ ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ। ଭିଡିଓକୁ […]

author-image
Rosalin Rath
ଅଦ୍ୟତନ ହୋଇଛି
ବରଯାତ୍ରୀରେ ଏହିଭଳି ନାଗିନ୍ ଡ୍ୟାନ୍ସ ଆପଣ କେବେ ଦେଖିଛନ୍ତି କି?

11

ମୁମ୍ବାଇ: ନାଗିନ୍ ଡ୍ୟାନ୍ସ ବିନା ଭାରତୀୟ ବାହାଘର ଅଧା ବୋଲି ଆପଣ ଜାଣିଥିବେ। ଆପଣ ଯଦି କୌଣସି ବାହାଘରରେ ଯୋଗ ଦେଇଥିବେ ବା ବରଯାତ୍ରୀ ଯାଇଥିବେ ନାଗିନ୍ ଡ୍ୟାନ୍ସ ତ ନିହାତି ଭାବେ ନାଚିଥିବେ। ତେବେ ଆପଣଙ୍କୁ ଆମେ ଆଜି ଏକ ନାଗିନ୍ ଡ୍ୟାନ୍ସ ଦେଖାଇବୁ, କେଉଁ ଜାଗାରେ ବି ଏହିଭଳି ଡ୍ୟାନ୍ସ ଆପଣ କେବେ ଦେଖି ନଥିବେ। ଆଉ ଥରେ ଏହି ଡ୍ୟାନ୍ସ ଦେଖିଲା ପରେ ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ।

Advertisment

ଭିଡିଓକୁ ଜଣେ ୟୁଜର ନିଜ ଟ୍ୱିଟର୍ ପେଜ୍ରେ ସେୟାର୍ କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ, ଘୋଡ଼ା ଉପରେ ବର ବସିଛନ୍ତି। ଆଉ ବର ଆଗରେ ବ୍ୟକ୍ତି ଜଣକ ବସି ନାଗିନ୍ ଡ୍ୟାନ୍ସ କରୁଛନ୍ତି। ଆଉ ସେ ଏପରି ନାଗିନ୍ ଡ୍ୟାନ୍ସ କରୁଛନ୍ତି, ଯାହାକୁ ତାଙ୍କ ନାଗିନ ଡ୍ୟାନ୍ସ ଷ୍ଟାଇଲ ଥିଲା ନିଆରା। ଆପଣ କେବେ କେଉଁ ବାହାଘର ବା ପାର୍ଟିରେ ଏହା ଦେଖି ନଥିବେ।

Advertisment

ଏହି ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ‘ନାଗିନ୍ ଡ୍ୟାନ୍ସ ବିନା ଭାରତୀୟ ବାହାଘର ବୋରିଙ୍ଗ୍, କିନ୍ତୁ ଏହା ଏକ ଅଲଗା ସ୍ତରର ଡ୍ୟାନ୍ସ’। ଏହି ଟ୍ୱିଟ୍ରେ ଅନେକ ରିଟ୍ୱିଟ୍ ମଧ୍ୟ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି ‘କ୍ଲାସ୍ ୫ରେ ହିଁ ଏହିଭଳି ସାଙ୍ଗ ସହ ବନ୍ଧୁତା ଭାଙ୍ଗିଦେବା ଦରକାର’। ଆଉଜଣେ ଲେଖିଛନ୍ତି ଯେ, ‘ଏବେ ଇଏ କ’ଣ ବରକୁ ଚୋଟ ମାରିବ’। ଏହିଭଳି ମଜାଦାର୍ କମେଣ୍ଟ ସବୁ ଏହି ଭିଡ଼ିଓରେ ଆସିବାକୁ ଲାଗିଛି।