Advertisment

ବିଶ୍ୱ ଶୁଟିଂ ଇଭେଣ୍ଟ୍‌: ଅଙ୍କୁର ଜିତିଲେ ସ୍ୱର୍ଣ୍ଣ

ଚାଙ୍ଗୱନ୍‌: ବିଶ୍ୱ ଶୁଟିଂ ଚାମ୍ପିୟନଶିପ୍‌ରେ ଭାରତୀୟ ଶୁଟର୍‌ଙ୍କ ଦବଦବା ଜାରି ରହିଛି। ଆଜି ପୁରୁଷ ଡବଲ୍‌ ଟ୍ରାପ୍‌ ଇଭେଣ୍ଟ୍‌ରେ ଭାରତର ଅଙ୍କୁର ମିତ୍ତଲ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମୋଟ୍‌ ୧୫୦ରୁ ୧୪୦ ପଏଣ୍ଟ ପାଇଥିବା ଅଙ୍କୁର ସ୍ୱର୍ଣ୍ଣ ପଦକ ପାଇଁ ଶୁଟ୍‌ ଅଫ୍‌ର ସାମ୍ନା କରିଥିଲା। ଏହି ଶୁଟ୍‌ ଅଫ୍‌ରେ ତାଙ୍କୁ ଚୀନ୍‌ର ୟାଙ୍ଗ ୟଙ୍ଗ ଓ ସ୍ଲୋଭାକିଆର ହୁର୍ବେଟ ଅଣ୍ଡ୍ରେଜେଜ୍‌ କଡ଼ା ଟକ୍କର ଦେଇଥିଲେ। ତେବେ ହୁର୍ବେଟ ଦୁଇ ଶୁଟ୍‌ ଅଫ୍‌ ମିସ୍‌  କରିବାରୁ ରେସ୍‌ରୁ ବାଦ୍‌ ପଡ଼ି ବ୍ରୋଞ୍ଜ ପଦକ ପାଇଥିଲେ। […]

ବିଶ୍ୱ ଶୁଟିଂ ଇଭେଣ୍ଟ୍‌: ଅଙ୍କୁର ଜିତିଲେ ସ୍ୱର୍ଣ୍ଣ

ss

Advertisment

ଚାଙ୍ଗୱନ୍‌: ବିଶ୍ୱ ଶୁଟିଂ ଚାମ୍ପିୟନଶିପ୍‌ରେ ଭାରତୀୟ ଶୁଟର୍‌ଙ୍କ ଦବଦବା ଜାରି ରହିଛି। ଆଜି ପୁରୁଷ ଡବଲ୍‌ ଟ୍ରାପ୍‌ ଇଭେଣ୍ଟ୍‌ରେ ଭାରତର ଅଙ୍କୁର ମିତ୍ତଲ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Advertisment

ମୋଟ୍‌ ୧୫୦ରୁ ୧୪୦ ପଏଣ୍ଟ ପାଇଥିବା ଅଙ୍କୁର ସ୍ୱର୍ଣ୍ଣ ପଦକ ପାଇଁ ଶୁଟ୍‌ ଅଫ୍‌ର ସାମ୍ନା କରିଥିଲା। ଏହି ଶୁଟ୍‌ ଅଫ୍‌ରେ ତାଙ୍କୁ ଚୀନ୍‌ର ୟାଙ୍ଗ ୟଙ୍ଗ ଓ ସ୍ଲୋଭାକିଆର ହୁର୍ବେଟ ଅଣ୍ଡ୍ରେଜେଜ୍‌ କଡ଼ା ଟକ୍କର ଦେଇଥିଲେ।

ତେବେ ହୁର୍ବେଟ ଦୁଇ ଶୁଟ୍‌ ଅଫ୍‌ ମିସ୍‌  କରିବାରୁ ରେସ୍‌ରୁ ବାଦ୍‌ ପଡ଼ି ବ୍ରୋଞ୍ଜ ପଦକ ପାଇଥିଲେ। ଏହାପରେ ଅଙ୍କୁର ଚୀନ୍‌ର ୟାଙ୍ଗଙ୍କୁ ୪-୩ ଶୁଟ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ କବଜା କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe