ବଦଳିବ ଭାରତର ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡ, ବଳି ପଡ଼ିବେ ଜଣେ ଷ୍ଟାର ସ୍ପିନର!

ଭାରତୀୟ ସ୍କ୍ୱାଡରେ କୁଲଦୀପ ଏକମାତ୍ର ରିଷ୍ଟ ସ୍ପିନର ଭାବେ ରହିଛନ୍ତି। ଦଳର ପାଖରେ ଦ୍ୱିତୀୟ ରିଷ୍ଟ ସ୍ପିନର ନଥିବାରୁ ବରୁଣ ଚକ୍ରବର୍ତ୍ତୀ ଚାମ୍ପିୟନ୍ସ ଟ୍ରଫିରେ ଭଲ ବିକଳ୍ପ ଭାବେ ଉଭା ହୋଇପାରିବେ।

Team India

ଭାରତୀୟ ଟିମର ସଦସ୍ୟ

Hemant Lenka
  • Published: Tuesday, 04 February 2025
  • Updated: 04 February 2025, 07:55 PM IST

Sports

Latest News

ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ୨୦୨୫। ପାକିସ୍ତାନ ଏହି ୫୦ ଓଭର ବିଶିଷ୍ଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିଲେ ହେଁ ଭାରାତ ତା’ର ମ୍ୟାଚଗୁଡ଼ିକ ଦୁବାଇରେ ଖେଳିବ। ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ ଜାନୁଆରୀ ମାସରୁ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରି ସାରିଛି। ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ଥିବା ଖେଳାଳିମାନେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜ ଖେଳିବେ। କିନ୍ତୁ ଏବେ ଶେଷ ମୁହୂର୍ତ୍ତରେ ସ୍କ୍ୱାଡ ସମ୍ପର୍କରେ ବଡ଼ ଅପଡେଟ ଆସିଛି।

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଦିନିକିଆ ସିରିଜରେ ସାମିଲ କରାଯାଇଛି। ଚକ୍ରବର୍ତ୍ତୀ ପ୍ରଥମଥର ପାଇଁ କୌଣସି ଦିନିକିଆ ସ୍କ୍ୱାଡରେ ସାମିଲ ହୋଇଛନ୍ତି। ସେ ଟି-୨୦ରେ ଭଲ ପ୍ରଦର୍ଶନ କରିଥିବାରୁ ଉକ୍ତ ଧାରାକୁ ବଜାୟୀ ରଖିବା ପାଇଁ ତାଙ୍କୁ ଟିମ ମ୍ୟାନେଜମେଣ୍ଟ ଦିନିକିଆ ସିରିଜ ଖେଳାଇବାକୁ ଚାହୁଁଛନ୍ତି। ଯଦି ସେ ଭଲ ପ୍ରଦର୍ଶନ କରନ୍ତି, ତା’ହେଲେ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ମଧ୍ୟ ତାଙ୍କୁ ଦରକାର ପଡ଼ିଲେ ରଖାଯାଇ ପାରେ। 

ଏବେ ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ ୪ ଜଣ ସ୍ପେଶାଲିଷ୍ଟ ସ୍ପିନର ରହିଛନ୍ତି। ବରୁଣ ଯଦି ଇଂଲଣ୍ତ ବିପକ୍ଷ ସିରିଜରେ ଠିକଠାକ ପ୍ରଦର୍ଶନ କରନ୍ତି, ତା’ହେଲେ ପ୍ରଥମ ସ୍କ୍ୱାଡରେ ଥିବା ୪ ଜଣ ସ୍ପିନରଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦିଆଯିବ। ପ୍ରଥମ ସ୍କ୍ୱାଡରେ ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ରହିଛନ୍ତି। ତେଣୁ ଅକ୍ଷର କିମ୍ବା ଜାଡେଜା ବାଦ ପଡ଼ିବାର କୌଣସି ସମ୍ଭାବନା ନାହିଁ। ଏପରି ସ୍ଥିତିରେ କୁଲଦୀପ ଓ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ବାଦ ଦିଆଯାଇ ପାରେ। କିନ୍ତୁ ସବୁ କିଛି ଚକ୍ରବର୍ତ୍ତୀଙ୍କ ଦିନିକିଆ ପ୍ରଦର୍ଶନ ଉପରେ ନିର୍ଭର କରୁଛି।

Also Read

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ବରୁଣ ୧୪ଟି ୱିକେଟ ନେଇଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମଧ୍ୟ ମିଳିଥିଲା। ହେଲେ ତାଙ୍କୁ ଇଂଲଣ୍ଡ କିମ୍ବା ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ପ୍ରଥମେ ରଖାଯାଇ ନଥିଲା। କିନ୍ତୁ ମଙ୍ଗଳବାର ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଟିମର ନେଟ୍ସରେ ନଜର ଆସିଥିଲେ। ବରୁଣ ଚକ୍ରବର୍ତ୍ତୀ ଦିନିକିଆ ସ୍କ୍ୱାଡରେ ରହିଛନ୍ତି ବୋଲି ଟ୍ରେନିଂ ପରେ ଦଳର ନୂଆ ଉପ ଅଧିନାୟକ ଶୁବମନ ଗିଲ ସ୍ପଷ୍ଟ କରିଛନ୍ତି। ବିସିସିଆଇ ମଧ୍ୟ ଟ୍ୱିଟ କରି ଏହି ଖବରକୁ ନିଶ୍ଚିତ କରିଛି।

ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଭଲ ଭାବେ ଜାଣିଛନ୍ତି ଯେ ଚକ୍ରବର୍ତ୍ତୀ ଏବେ ଭଲ ଲୟରେ ରହିଛନ୍ତି। ତେଣୁ ସେ ଫର୍ମ ପାଇଁ ସଂଘର୍ଷ କରୁଥିବା ବିରାଟ କୋହଲି, ରୋହିତ ଶର୍ମା ଓ ଋଷଭ ପନ୍ତଙ୍କୁ ନେଟ୍ସରେ ବୋଲିଂ କରନ୍ତୁ ବୋଲି ଚାହୁଁଛନ୍ତି। ଏଥିସହ ଫେବୃଆରୀ ୧୨ ହେଉଛି ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ପରିବର୍ତ୍ତନ ପାଇଁ ଶେଷ ତାରିଖ। ତେଣୁ ସେ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ମଧ୍ୟ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଦିନିକିଆ ମ୍ୟାଚ୍‌ ନ ଖେଳାଇ ତାଙ୍କୁ ସିଧାସଳଖ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ସାମିଲ କରାଯିବା ସମ୍ଭାବନା ମଧ୍ୟ କ୍ଷଣ।

ଭାରତ ପାଖରେ ଏବେ ୩ ଫିଙ୍ଗର ସ୍ପିନର-୨ ବାମହାତୀ ରବୀନ୍ଦ୍ର ଓ ଅକ୍ଷର ଏବଂ ଜଣେ ଡାହାଣ ହାତୀ ଅଫ ସ୍ପିନର ୱାଶିଂଟନ ସୁନ୍ଦର ରହିଛନ୍ତି। ସେହିପରି କୁଲଦୀପ ହେଉଛନ୍ତି ଦଳର ଏକମାତ୍ର ଚାଇନାମ୍ୟାନ। ନିକଟରେ ସେ ଆହତ ସମସ୍ୟାରୁ ମୁକୁଳିବାରୁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ସାମିଲ କରାଯାଇଛି।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ଟିମ ମ୍ୟାନେଜମେଣ୍ଟ ଚାହୁଁଛନ୍ତି ଯେ ବରୁଣ ଦିନିକିଆ ସ୍କ୍ୱାଡର ନେଟ୍ସରେ ଇଂଲଣ୍ଡ ସିରିଜ ପୂର୍ବରୁ ବୋଲିଂ କରନ୍ତୁ। ସେ ନାଲି ବଲ କ୍ରିକେଟ ଖେଳୁ ହାନ୍ତି। ଏବେ ଘରୋଇ କ୍ରିକେଟର ସମସ୍ତ ଧଳା ବଲ ଟୁର୍ଣ୍ଣାମେଣ୍ଟ ଶେଷ ହୋଇ ସାରିଛି। ମାର୍ଚ୍ଚ ଶେଷରେ ଆଇପିଏଲ ଆରମ୍ଭ ହେବ। ସେ ଯାଏ ବରୁଣଙ୍କ ପାଖରେ କୌଣସି ମ୍ୟାଚ୍‌ ନାହିଁ। ଏବେ ସେ ଭଲ ଲୟରେ ଅଛନ୍ତି। ଟିମ ମ୍ୟାନେଜମେଣ୍ଟ ଏହି ଧାରାକୁ ବଜାୟୀ ରଖିବାକୁ ଚାହୁଁଛି। ତେଣୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ସ୍କ୍ୱାଡରେ ସାମିଲ କରାଯାଇଛି।”

ଯେହେତୁ ବରୁଣ ଦିନିକିଆ ସ୍କ୍ୱାଡରେ ସାମିଲ ହୋଇଛନ୍ତି, କ’ଣ ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ନିଆଯିବ ବୋଲି ପ୍ରଶ୍ନରେ ଅଧିକାରୀ ଜଣଙ୍କ କହିଛନ୍ତି, “ଚୟନକର୍ତ୍ତା ପୂର୍ବରୁ ୪ଜଣ ସ୍ପିନରଙ୍କୁ ସ୍କ୍ୱାଡରେ ରଖି ସାରିଛନ୍ତି। ସେହିପରି ହାତରେ ମାତ୍ର ୩ଟି ଦିନିକିଆ ମ୍ୟାଚ୍‌ ରହିଛି। ତଥାପି ଯଦି ଟିମ ମ୍ୟାନେଜମେଣ୍ଟ ବରୁଣଙ୍କୁ ଚାମ୍ପିୟନ୍ସ ଟ୍ରଫିରେ ଚାହୁଁଛନ୍ତି, ତା’ହେଲେ ଏଥିପାଇଁ ଚୟନ କମିଟିର ଅଧ୍ୟକ୍ଷଙ୍କ ସହ କଥା ହେବାକୁ ପଡ଼ିବ। ଏହାପରେ ବରୁଣ ଚାମ୍ପିୟନ୍ସ ଟ୍ରଫିରେ ସାମିଲ ହେବେ କି ନାହିଁ, ସେକଥା ସ୍ପଷ୍ଟ ହେବ।”

ଭାରତୀୟ ସ୍କ୍ୱାଡରେ କୁଲଦୀପ ଏକମାତ୍ର ରିଷ୍ଟ ସ୍ପିନର ଭାବେ ରହିଛନ୍ତି। ଦଳର ପାଖରେ ଦ୍ୱିତୀୟ ରିଷ୍ଟ ସ୍ପିନର ନଥିବାରୁ ବରୁଣ ଚକ୍ରବର୍ତ୍ତୀ ଚାମ୍ପିୟନ୍ସ ଟ୍ରଫିରେ ଭଲ ବିକଳ୍ପ ଭାବେ ଉଭା ହୋଇପାରିବେ। ସେ ଭଲ ଫର୍ମରେ ମଧ୍ୟ ରହିଛନ୍ତି। ୨୦୨୧ ଟି-୨୦ ବିଶ୍ୱକପ ବେଳେ ବରୁଣ ଦୁବାଇରେ ଖେଳିଥିଲେ। କିନ୍ତୁ ସେ କୌଣସି ଜଲୱା ଦେଖାଇ ପାରି ନଥିଲେ। ବିଶ୍ୱକପ ପରେ ତାଙ୍କୁ ବେଶ କିଛି ମାସ ବାହାରେ ବସିବାକୁ ପଡ଼ିଥିଲା। କିନ୍ତୁ ବ୍ରେକରୁ ଫେରିବା ପରେ ସେ ନିଜର ଛାପ ଛାଡ଼ିବାରେ ଲାଗିଛନ୍ତି।

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ବରୁଣଙ୍କ ଲାଇନକୁ ବୁଝିବାରେ ଇଂଲିଶ ବ୍ୟାଟର ହଇରାଣ ହୋଇଥିଲେ। ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ସେ କମାଲ କରିବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ୱାଶିଂଟନ ସୁନ୍ଦର ଏକମାତ୍ର ଖେଳାଳି ଯାହାଙ୍କୁ ସ୍କ୍ୱାଡରୁ ବାଦ ଦିଆଯାଇ ପାରିବ। କିନ୍ତୁ ସେ ଗମ୍ଭୀରଙ୍କ ପ୍ରଥମ ପସନ୍ଦର କ୍ରିକେଟର ହୋଇଥିବାରୁ ବିସିସିଆଇ ଆଉ କାହାକୁ ବଳି ପକାଉଛି କି ନାହିଁ, ତା’ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story