ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କଟକର ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍। ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍ ଖେଳିବେ ଭାରତ ଓ ଇଂଲଣ୍ଡ। ଆସନ୍ତା ବର୍ଷ ଫେବୃଆରୀ ୯ ତାରିଖରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଇଂଲଣ୍ଡ ବିପକ୍ଷ ୩ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ବର୍ଷକ ଭିତରେ କେମିତି ନିଜ ବ୍ୟାଟିଂକୁ ପୂରା ବଦଳାଇ ଦେଲେ କେଏଲ ରାହୁଲ?
୨୦୨୪ ଏପ୍ରିଲର କେଏଲ ରାହୁଲ ଓ ୨୦୨୫ ଏପ୍ରିଲର କେଏଲ ଆଦୌ ସମାନ ନୁହନ୍ତି। ସେହିପରି ଏପରି ପରିବର୍ତ୍ତନର ଆବଶ୍ୟକତା ମଧ୍ୟ ରହିଥିଲା।

Cricket
ଇତିହାସରେ ପ୍ରଥମ: କେମିତି ସଚିନଙ୍କୁ ପଛରେ ପକାଇଲେ ରଜତ ପାଟିଦାର?
୯୬ ରନର ଟାର୍ଗେଟକୁ ପିଛା କରିବା ପଞ୍ଜାବ ପାଇଁ ମଧ୍ୟ ସହଜ ହୋଇ ନଥିଲା। ଦଳ ୫ ୱିକେଟ ହରାଇଥିଲା। କିନ୍ତୁ ଶେଷରେ ୧୧ ବଲର ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲା।

Cricket
ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ପାକିସ୍ତାନ: କାହିଁକି ଭାରତ ଓ ବିସିସିଆଇର ଚିନ୍ତା ବଢ଼ିଲା?
ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଆୟର୍ଲ୍ୟାଣ୍ଡ, ଥାଇଲ୍ୟାଣ୍ଡ ଓ ପାକିସ୍ତାନକୁ ନେଇ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟା ଚାଲିଛି।

Cricket
ରୋହିତ ଶର୍ମାଙ୍କ କମବ୍ୟାକ ଆଉ ବେଶୀ ଦୂର ନୁହେଁ!
ମୁମ୍ବାଇର ୱାଙ୍ଖଡେକୁ ବ୍ୟାଟରଙ୍କ ଭୂସ୍ୱର୍ଗ ବୋଲି କୁହାଯାଏ। ଏଠାରେ ରନର ଭୋଜି ହୁଏ। କିନ୍ତୁ ଗୁରୁବାର ପିଚ୍ ସାମାନ୍ୟ ଧିମା ଥିଲା।

Cricket
ବଳି କା ବୋଦା ହେଲେ ଅଭିଷେକ ନାୟର!
ରିପୋର୍ଟରେ କୁହାଯାଇଥିଲା ଯେ ଜଣେ ନିର୍ଦ୍ଦିଷ୍ଟ ଖେଳାଳି ଭାରତୀୟ ଟିମର ଅନ୍ତରୀଣ ଅଧିନାୟକ ହେବାକୁ ଚାହୁଁଛନ୍ତି। ଏହାପରେ ସବୁଠାରୁ ସ୍ତବ୍ଧ କରିବା ଭଳି ଖବର ଆସିଥିଲା ଯେ ଲିକ ନ୍ୟୁଜ ପାଇଁ ମୁଖ୍ୟ କୋଚ ଗୌତମ ଗମ୍ଭୀର ଯୁବ ତାରକା ସର୍ଫରାଜ ଖାନଙ୍କୁ ଦାୟୀ କରିଥିଲେ।