ind
ଦୁବାଇ: ଆଜି ଏସିଆ କପ୍ର ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତିଲା ଭାରତ। ପ୍ରଥମେ ଫିଲ୍ଡିଂ କରିବାକୁ ଭାରତର ନିଷ୍ପତ୍ତି। ଖେଳିବେନି ଋଷଭ ପନ୍ତ, ଚୂଡାନ୍ତ ଦଳରେ ଦିନେଶ କାର୍ତ୍ତିକ ସାମିଲ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଉଛି।
ଚୂଡାନ୍ତ ଦଳରେ ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡ଼େଜା, ଚହଲ, ଭୁବନେଶ୍ୱର କୁମାର, ଆଭେଶ ଖାନ୍, ଅର୍ଶଦୀପ।
ଆଜି ଏସିଆ କପ୍ ଖେଳିି ଇତିହାସ ରଚିବେ ବିରାଟ କୋହଲି। ଦେଶ ପାଇଁ ଶହେତମ ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ ବିରାଟ କୋହଲି। ସବୁ ଫର୍ମାଟରେ ଶହେ ଲେଖାଏଁ ମ୍ୟାଚ୍ ଖେଳିବାରେ ସେ ହେବେ ପ୍ରଥମ ଭାରତୀୟ। କୋହଲି ୧୦୨ ଟେଷ୍ଟ, ୨୬୨ ଦିନିକିଆ, ୯୯ ଟି-ଟ୍ୱେଣ୍ଟି ଖେଳିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/ind-1.jpg)