Advertisment

ପ୍ୟାରିସ୍ ଅଲିମ୍ପିକ୍ସ: ଜାଣନ୍ତୁ ଆଜିର ଭାରତ ମ୍ୟାଚ୍

ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟନ ପରେ ଆଜି ମୈଦାନରେ ମୁକାବିଲା କରିବେ ପ୍ରତିଯୋଗୀ।

author-image
Debibandita Barick
ଅଦ୍ୟତନ ହୋଇଛି
Olympics

Olympics

ଆଜିଠାରୁ ଆରମ୍ଭ ହେଉଛି ପ୍ୟାରିସ୍ ଅଲିମ୍ପିକ୍ସ। ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟନ ପରେ ଆଜି ମୈଦାନରେ ମୁକାବିଲା କରିବେ ପ୍ରତିଯୋଗୀ। ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ବ୍ୟାଡମିଣ୍ଟନ୍, ବକ୍ସିଂ, ହକି ସମେତ ମୋଟ ସାତୋଟି କ୍ରୀଡ଼ାରେ ଅଂଶଗ୍ରହଣ କରିବ। ତେବେ ଆଜି କେତେବେଳେ କେଉଁ ମ୍ୟାଚ୍ ଅଛି ନଜର ପକାନ୍ତୁ... 

Advertisment

ଜୁଲାଇ ୨୭(ଶନିବାର) ଭାରତ ମ୍ୟାଚ୍:-

  • ବ୍ୟାଡମିଣ୍ଟନ- ପୁରୁଷ ଏକକ(ଗ୍ରୁପ ପର୍ଯ୍ୟାୟ)- ଲକ୍ଷ୍ୟ ସେନ୍ ବନାମ କେଭିନ୍ କୋର୍ଡନ (ଗୁଏତମାଲା)-ସନ୍ଧ୍ୟା 7ଟା ୧୦
  • ପୁରୁଷ ଯୁଗଳ(ଗ୍ରୁପ୍ ପର୍ଯ୍ୟାୟ): ସାତ୍ୱିକସାଇରାଜ ରଣକିରେଡ୍ଡୀ ଏବଂ ଚିରାଗ ସେଟ୍ଟୀ ବନାମ ଲୁକାସ କୋର୍ଭି ଏବଂ ରୋଣାନ ଲାବର (ଫ୍ରାନ୍ସ)- ରାତି 8ଟା
  • ମହିଳା ଯୁଗଳ(ଗ୍ରୁପ୍ ପର୍ଯ୍ୟାୟ): ଅଶ୍ୱିନୀ ପୋନ୍ନାପ୍ପା ଏବଂ ତନିଶା କ୍ରାଷ୍ଟୋ ବନାମ କିମ୍ ସୋ ୟୋଙ୍ଗ ଏବଂ କଙ୍ଗ ହି ୟୋଙ୍ଗ(କୋରିଆ)-  ରାତି ୧୧ଟା ୫୦
  • ରୋଇଂ- ପୁରୁଷ ଏକକ ହିଟ୍ସ- ବଲରାଜ ପନୱାର- ୧୨ଟା ୩୦
  • ଶୁଟିଂ- ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଯୋଗ୍ୟତା ମ୍ୟାଚ୍- ସନ୍ଦୀପ ସିଂ/ ଏଲାବେନିଲ ବାଲାରିବନ, ଅର୍ଜୁନ ବବୁତା/ ରମିତା ଜିନ୍ଦଲ- ଦିନ ୧୨ଟା ୩୦
  • ୧୦ ମିଟର ଏୟାର ପିସ୍ତଲ ପୁରୁଷ ଯୋଗ୍ୟତା ମ୍ୟାଚ୍: ଅର୍ଜୁନ ସିଂ ଚିମା ଏବଂ ସରବଜୋତ ସିଂହ- ଦିନ ୨ଟା
  • ୧୦ ମିଟର ଏୟାର ପିସ୍ତଲ ମହିଳା ଯୋଗ୍ୟତା: ମନୁ ଭାକର ଏବଂ ରିଦମ ସଙ୍ଗୱାନ-ଅପରାହ୍ନ ୪ଟା
  • ଟେନିସ- ପୁରୁଷ ଏକକ- ସୁମିତ ନାଗଲ, ପୁରୁଷ ଡବଲ୍ସ- ରୋହନ ବୋପାନ୍ନା ଓ ଏନ ଶ୍ରୀରାମ ବାଲାଜୀ- ଦିନ ୩.୩୦ରୁ
  • ଟେବୁଲ ଟେନିସ- ପୁରୁଷ ଏକକ- ହରମିତ ଦେଶାଇ ବନାମ ଜୈଦ ଅବୋ(ୟମନ)- ସନ୍ଧ୍ୟା ୭ଟା ୧୫
  • ହକି- ପୁରୁଷ- ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ- ରାତି ୯ଟା
  • ବକ୍ସିଂ- ମହିଳା ୫୪ କେଜି- ପ୍ରୀତି ପାୱାର ବନାମ ଥି କିମ ଅନ୍ହ ୱୋ(ଭିଏତନାମା)- ରାତି ୧୨ଟା
Paris Olympics 2024 Paris Olympics