ପ୍ୟାରିସ୍ ଅଲିମ୍ପିକ୍ସରେ ବିରଳ ରେକର୍ଡ। ଆମେରିକାର ଦୌଡ଼ ତାରକା ନୋଆ ଲାଇଲ୍ସ ଏହି ରେକର୍ଡ କରିଛନ୍ତି। ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି ନୋଆ ଲାଇଲ୍ସ।
ଶେଷ ମୁହୂର୍ତ୍ତରେ ରୋଚକୀୟ ଢଙ୍ଗୀରେ ଜାମିକାର କିଶାନେ ଥମ୍ପସୋନଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି ନୋଆ। ମାତ୍ର ୦.୦୦୫ ସେକେଣ୍ଡ ବ୍ୟବାଧାନରେ ନୋଆ ଏହି ବିଜୟ ହାସଲ କରିଛନ୍ତି।
Also Read
ସେ ୯. ୭୮୪ ସେକେଣ୍ଡରେ ୧୦୦ ମିଟର ରେସକୁ ଅତିକ୍ରମ କରି ଥିବାବେଳେ ଦ୍ୱିତୀୟରେ ଥିବା କିଶାନେ ଥମ୍ପନନ ୯. ୭୮୯ ସେକେଣ୍ଡରେ ଅତିକ୍ରମ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ୦.୦୦୫ ସେକେଣ୍ଡ ରହିଥିଲେ।
ଏହି ବିଜୟ ସହ ଆମେରିକା ୨୦ ବର୍ଷ ପରେ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ପାଇଛି। ନୋଆଙ୍କ ପୂର୍ବରୁ ୨୦୦୪ରେ ଜଷ୍ଟିନ ଗଟଲିନ ଆଥେନ୍ସ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ଆଇସିସି ଟେଷ୍ଟ ରାଙ୍କିଙ୍ଗ: ଲମ୍ବା ଡିଆଁ ମାରିଲେ ଶୁବମନ ଗିଲ
ଯଶସ୍ୱୀ ଜୈସୱାଲ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଋଷଭ ପନ୍ତ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି।

Cricket
ମୁମ୍ବାଇ ଛାଡ଼ିଲେ ପୃଥ୍ୱୀ ଶ, ଏଥର ଏହି ଟିମ ପାଇଁ ଖେଳିବେ
ସମୟକ୍ରମେ ତାଙ୍କ ପ୍ରଦର୍ଶନ ହ୍ରାସ ପାଇଥିଲା। କ୍ରିକେଟ ପ୍ରତି ତାଙ୍କର ନିଷ୍ଠା ଆଉ ରହି ନଥିଲା। ଏଥିପାଇଁ ସେ ଧୀରେଧୀରେ ସାଇଡଲାଇନ ହୋଇଯାଇଥିଲେ।

Cricket
ବର୍ମିଂହାମରେ ଉଡ଼ିଲା ବିଜୟ ତ୍ରିରଙ୍ଗା, ଭାରତର ରେକର୍ଡ ବର୍ଷା
ଏସିଆର ପ୍ରଥମ ଦେଶ ଭାବେ ଭାରତୀୟ ଟିମ ବର୍ମିଂହାମରେ ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି।

Cricket
ଏଜବାଷ୍ଟନ ପରାଜୟ ପରେ ସ୍କ୍ୱାଡରେ ବଡ଼ ପରିବର୍ତ୍ତନ କଲା ଇଂଲଣ୍ଡ
ଭାରତ ଦେଇଥିବା ୬୦୮ ରନ ଟାର୍ଗେଟକୁ ପିଛା କରିବା ବଦଳରେ ଇଂଲଣ୍ଡ ମ୍ୟାଚ୍କୁ ଡ୍ର କରିବାକୁ ପୂରା ଚେଷ୍ଟା କରି ଥିଲା।

Cricket
ଡନ ବ୍ରାଡମ୍ୟାନ ଓ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇବେ ଶୁବମନ ଗିଲ!
ଗିଲ ୨ଟି ମ୍ୟାଚ୍ର ୪ ଇନିଂସରେ ୫୮୫ ରନ କରି ସାରିଲେଣି। ତେଣୁ ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ରେକର୍ଡ କରିବାର ଅତି ନିକଟରେ ଏବେ ସେ ପହଞ୍ଚି ଯାଇଛନ୍ତି।